ଶଅଳ
[ଶହଳ, ଶିଥଳ—ଅନ୍ୟରୂପ]
ଲଙ୍ଗଳର ଅଂଶବିଶେଷ; ହଳର ଯୁଆଳିରେ ବଳଦଙ୍କ କାନ୍ଧ ରହିବା ଅଂଶର ଭିତର ଆଡ଼କୁ ତଳ ଆଡ଼ୁ ଲାଗିଥିବା କାଷ୍ଠର କୀଳକ; ଯୁଗ କୀଳକ —Pins of a near both the ends of the yoke of a plough within which and the ends of the yoke the bullocks are yoked.