ଶହଲ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶଲ୍ୟ) ସମ୍ପାଦନା

୧. ଶଲ (ଦେଖ) - —୧. Ṡala (See).
୨. ଶଲ୍ୟ; କଣ୍ଟକ; ବାଧା —୨. Obstacle; impediment.

ବୈଦେଶିକ - (ଆରବି)ବିଶେଷଣ - (ଆରବୀ - ସହଲ୍= ସୁପ୍ରାପ୍ୟ; ଶସ୍ତା) ସମ୍ପାଦନା

ଶସ୍ତା —Cheap.

(ଉ—କାଣୀମହଲ, ବାଟରେ ଶୁଖୁଆ ଭାରି ଶହଲ—ଢଗ)