ଶଲ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବି—(ଶଳ୍ ଧାତୁ+କର୍ତ୍ତୃ. ଅ) ସମ୍ପାଦନା

୧. ଝିଙ୍କ କାଠି; ଶଲ୍ଲକୀ ଲୋମ —୧. The spines of a porcupine; the quills of a porcupine.
୨. ବ୍ରହ୍ମା —୨. God Brahmā.
୩. ଉଷ୍ଟ୍ର — ୩. Camel.
୪. କୁନ୍ତ ଅସ୍ତ୍ର; ଭଲ୍ଲ —୪. Javelin.
୫. କ୍ଷେତ୍ର ବିଶେଷ (ବିଶ୍ୱକୋଷ) —୫. A sort of field.
୬. ବୃକ୍ଷ ବିଶେଷ (ହିନ୍ଦୀ - ଶ) —୬. A kind of tree.
୭. କଂସର ଜଣେ ମଲ୍ଲର ନାମ (ହିନ୍ଦୀ - ଶ) — ୭. Name of an athlete of demon Kaṁsa.
୮. କଂସର ଅମାତ୍ୟ ବିଶେଷ [ହିନ୍ଦୀ - ଶବ୍ଦସାଗର] — ୮. Name of a minister of Kaṁsa.
୯. ବାସୁକି ବଂଶୀୟ ନାଗ ବିଶେଷ —୯. Name of a serpent of the family of Bāsuki.
୧. ଶାନ୍ତୁନୁ ରାଜପୁତ୍ର (ବିଶ୍ୱକୋଷ) —୧୦. Name of a son of Ṡāntunu.
୧୧. ଶଲ୍ୟ ରାଜ [ହିନ୍ଦୀ - ଶ] — ୧୧. A name of king Ṡalya.
୧୨. ତାଳ ବୃକ୍ଷ [ବିଶ୍ୱକୋଷ] —୧୨. Palm tree.
୧୩. ଶିବାନୁ— ଚର ଭଙ୍ଗୀ (ହିନ୍ଦୀ - ଶ) —୧୩. A name of Bhṛuṇgī
୧୪. ଧୃତରାଷ୍ଟ୍ରଙ୍କ ଏକପୁତ୍ର (ହିନ୍ଦୀ - ଶ) —୧୪. Name of a son of Dhṛutarāshṭra.
୧୫. ସୋମ— ଦତ୍ତଙ୍କ ପୁତ୍ର (ବିଶ୍ୱକୋଷ) —୧୫. Son of Somadatta.

ଅନୁବାଦ ସମ୍ପାଦନା

ଦେଶଜ - ବି—(ସଂସ୍କୃତ - ଶଲ୍ୟ) ସମ୍ପାଦନା

୧. ବାଧା; ବିଘ୍ନ —୧. Obstacle.
୨. ଅନିଷ୍ଟକାରୀ ବ୍ୟକ୍ତି —୨. An injurious person.
୩. ମନ୍ଦ; ଅମଙ୍ଗଳ —୩. Adversity.
୪. କଣ୍ଟକ; କଣ୍ଟା —୪. A pin; a thorn.

[ଉ— ଉତ୍ତମ ଅନୁମାନ କଳ, ହୃଦକୁ ହୋଇଲା ଏ ଶର— ଭୂପତି. ପ୍ରେମପଞ୍ଚାମୃତ]

୫. ଶତ୍ରୁ —୫. Enemy.

[ଉ—ଏ ଅନ୍ତେ ମଉଲ ମୁଗୁଲ, ପୃଥିକୀ ହୋଇବେ ସେ ଶଲ ଜଗନ୍ନାଥ ଭାଗବତ ଆସିବ ମୋହନା ମୁଗୁଲ, ପୃଥିକୀ ହୋଇବ ସେ ସଲ ମାଳିକା]

ଦେଶଜ - ବିଶେଷଣ - ସମ୍ପାଦନା

୧. ମନ୍ଦ —୧. Bad.

[ଯଥା—ଭଲ କହିଲେ ଶଲ ବୁଝେ—ଢ଼ଗ]

୨. ଶତ୍ରୁ ଭାବାପନ୍ନ —୨. Inimical.
୩. ଅମଙ୍ଗଳକାରୀ; ଅନିଷ୍ଟକାରୀ —୩. Injurious; hurtful.

[ଉ—ଯେ ମୋର ନ କରିବ ବୋଲ, ସେହି ମୋହର ଶତ୍ରୁ ଶଲ ଜଗନ୍ନାଥ. ଭାଗବତ]