ଶରଧା
- ସ୍ନେହ; ଶ୍ରଦ୍ଧା
- ଆଗ୍ରହ
- ଲାଳସା
- ଶ୍ରଦ୍ଧା ନାମ୍ନୀ ସ୍ତ୍ରୀର ଡାକନାମଶରଧା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ଶ୍ରଦ୍ଧା; ପଦ୍ୟରେ ବ୍ୟବହୃତ)
ସମ୍ପାଦନା- ୧. ସ୍ନେହ; ଶ୍ରଦ୍ଧା —୧. Affection; liking.
- ୨. ଆଗ୍ରହ — ୨. Eagerness.
[ଉ—ଖେଳି ବସୁଥାନ୍ତି ବହିଣ ଶରଧାକୁ କୃଷ୍ଣସିଂହ. ମହାଭାରତ. ସଭା]
- ୩. ଲାଳସା — ୩. Hankering.
- ୪. (ସ୍ତ୍ରୀ) ଶ୍ରଦ୍ଧା ନାମ୍ନୀ ସ୍ତ୍ରୀର ଡାକନାମ — ୪. Name for calling Ṡraddhā.