ବିଶେଷ୍ୟ (ଦେଶଜ) ସମ୍ପାଦନା

  • ସ୍ନେହ; ଶ୍ରଦ୍ଧା
  • ଆଗ୍ରହ
  • ଲାଳସା
  • ଶ୍ରଦ୍ଧା ନାମ୍ନୀ ସ୍ତ୍ରୀର ଡାକନାମଶରଧା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଶ୍ରଦ୍ଧା; ପଦ୍ୟରେ ବ୍ୟବହୃତ) ସମ୍ପାଦନା

୧. ସ୍ନେହ; ଶ୍ରଦ୍ଧା —୧. Affection; liking.
୨. ଆଗ୍ରହ — ୨. Eagerness.

[ଉ—ଖେଳି ବସୁଥାନ୍ତି ବହିଣ ଶରଧାକୁ କୃଷ୍ଣସିଂହ. ମହାଭାରତ. ସଭା]

୩. ଲାଳସା — ୩. Hankering.
୪. (ସ୍ତ୍ରୀ) ଶ୍ରଦ୍ଧା ନାମ୍ନୀ ସ୍ତ୍ରୀର ଡାକନାମ — ୪. Name for calling Ṡraddhā.