ଶମି
ଶମି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବି—(ସଂସ୍କୃତ - ଶମ, ଶମ୍ୱା)
ସମ୍ପାଦନା- ୧. ଢିଙ୍କିର ଥୋର ବା ପାହାରର ଅଗରେ ଲାଗିବା ଲୌହ ବଳୟ —୧. The iron ring surrounding the head of the pestle of a Ḍhiṅki.
- ୨. ମୂଷଳର ବା ମୃଦ୍ଗରର ବା ଯଷ୍ଟିର ମୁଣ୍ଡରେ ଜଡ଼ିତ କରା ଯାଇଥିବା ଲୌହ ବଳୟ —୨. An iron ring put round the head of a mace, cudgel or pestle.
- ୩. ଚିତ୍ରକରମାନଙ୍କର ପଶାର ଗୋଟୀ ବା ସାର କାଟିବା ଅସ୍ତ୍ର ବିଶେଷ —୩. An instrument used by painters to cut the balls or pieces used in chess and other games.
- ୪. ଶଗଡ଼ ଚକର ମଧ୍ୟପିଣ୍ଡସ୍ଥିତ କଣା ଚାରିପାଖେ ଲାଗିବା ଲୁହା ବଳୟ —୪. The thick ring put inside the nave of a wheel.
ଶମି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଶମି
|
ସଂସ୍କୃତ - ବି—(ଶବ୍ଦ ଧାତୁ=ଶାନ୍ତ କରିବା+କର୍ତ୍ତୃ. ଇ, ଈ, ଏହା ପୀଡ଼; ଶାନ୍ତ କରେ ବୋଲି)
ସମ୍ପାଦନା- ୧. ଶୁମି ବା ଶାଇଁ ଗଛ ୧. The spung tree Prosopis Spicigera; Adenanthera Spicigera (Kirttikar).
[ଦ୍ରଷ୍ଟବ୍ୟ —ଏହା ଏକ ପ୍ରକାର କଣ୍ଟା— କୁସୁମ ଗଛ, ଓ ବବୁର ଜାତୀୟ ଏହାର କାଠ ହୋମରେ ସମିଧ ରୂପେ ବ୍ୟବହୃତ ହୁଏ ଏହାର ଛାଲ ଧଳା ଓ ଫଟାଫଟା; ପୁରାତନ ବଡ଼ ଗଛର ମଞ୍ଜ କଳା; ଶାଖା ଓ ପଲ୍ଲବରେ କଣ୍ଟା ଥାଏ; ପତ୍ର ଦ୍ୱିପକ୍ଷ ଓ ପର୍ଣ୍ଣ ୭ ଠାରୁ ୧ ଯୋଡ଼ା ଫୁଲ ଛୋଟ, ହଳଦିଆ ଓ କଦମ୍ୱ ଫୁଲର ଆକୃତିବିଶିଷ୍ଟ ଓ କେଶରଯୁକ୍ତ; ମଞ୍ଜି ଚେପଟା ଓ କଳା, ଛୁଇଁ ତେପଟା ଓ ୮/୧: ଆଙ୍ଗୁଳ ଲମ୍ୱା ଫୁଲରୁ ଛତୁଆ ପରି ଈଷିତ୍ ମିଷ୍ଟ ଗୁଣ୍ଡ ଜନ୍ମେ ଏହି ଗୁଣ୍ଡା ମନୁଷ୍ୟର ଖାଦ୍ୟ ରାଜପୁତାନା, ପଞ୍ଜାବ, ବୋମ୍ୱାଇ ଓ ଓଡ଼ିଶାରେ ଏ ଗଛ ଦେଖାଯାଏ ପୂର୍ବ— କାଳରେ ଦୁଇଖଣ୍ଡି ଶମି କାଠ ଘଷି ଅଗ୍ନି ଉତ୍ପାଦନ କରା ଯାଉଥିଲା ଏହାର କାଠ ଖୁବ୍ ଦୃଢ଼ ବୈଦ୍ୟ ଶାସ୍ତ୍ର ଅନୁସାରେ ଏହି ତିକ୍ତକଟୁକଷାୟ, ଶୀତବୀର୍ଯ୍ୟ, ରେଚକ ଓ ଲଘୁ ଏହା କଫ, କାଶ, ଶ୍ୱାସ, କୁଷ୍ଠ, ଅର୍ଶ ଓ କୃମି ରୋଗରେ ଉପକାରୀ ଏ ଗଛ ଦୁଇ ପ୍ରକାର ଯଥା ===
- ୧. ବଡ଼ (ଯାହା ଉପରେ ବର୍ଣ୍ଣିତ ହେଲା ଏବଂ ୨ ଛୋଟ (କଣ୍ଟା କୁସୁମ) —୨. Acacia Suma.]
- ୨. ଶିମ୍ୱାଧାନ୍ୟ (ହିନ୍ଦୀ - ଶ) —୨. Cereals.
- ୩. ଶିମ୍ୱ (ବିଶ୍ୱକୋଷ) —୩. Beam.
- ୪. ଯଜ୍ଞ (ହିନ୍ଦୀ - ଶ) — ୪. Vedic sacrifice.
- ୫. (ଭାଗବତ) ଉଶୀନର— ଙ୍କର ଏକ ପୁତ୍ର (ହିନ୍ଦୀ - ଶ) —୫. Name of a son of Uṡīnara.
- ୬. (ହରିବଂଶ ଅନ୍ଧକଙ୍କର ଏକ ପୁତ୍ର (ବିଶ୍ୱକୋଷ) —୬. Name of a son of Andhaka.
- ୭. ସୋମରାଜୀ; ବାଳଚୀ (ବିଶ୍ୱୋକୋଷ) — ୭. Serratula Anthelmintica.
- ୮. କର୍ମ (ବିଶ୍ୱକୋଷ) —୮. Act.
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଶମା (ଦେଖ) - —୧. Ṡamā (See)
- ୨. ଚଉକାଠର କଣରେ ମରା ଯାଇତିବା ଲୌହବଳୟ (ଯାହା ଉପରେ କବାଟର ସାବଳ ବୁଲୁଥାଏ) —୨. The ring put to the corners of the doorframe on which the doors do revolve or turn.