ଶମା
ଶମା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବି—(ସଂସ୍କୃତ - ଶମ, ଶମ୍ୱା)
ସମ୍ପାଦନା- ୧. ଢିଙ୍କିର ଥୋର ବା ପାହାରର ଅଗରେ ଲାଗିବା ଲୌହ ବଳୟ —୧. The iron ring surrounding the head of the pestle of a Ḍhiṅki.
- ୨. ମୂଷଳର ବା ମୃଦ୍ଗରର ବା ଯଷ୍ଟିର ମୁଣ୍ଡରେ ଜଡ଼ିତ କରା ଯାଇଥିବା ଲୌହ ବଳୟ —୨. An iron ring put round the head of a mace, cudgel or pestle.
- ୩. ଚିତ୍ରକରମାନଙ୍କର ପଶାର ଗୋଟୀ ବା ସାର କାଟିବା ଅସ୍ତ୍ର ବିଶେଷ —୩. An instrument used by painters to cut the balls or pieces used in chess and other games.
- ୪. ଶଗଡ଼ ଚକର ମଧ୍ୟପିଣ୍ଡସ୍ଥିତ କଣା ଚାରିପାଖେ ଲାଗିବା ଲୁହା ବଳୟ —୪. The thick ring put inside the nave of a wheel.