ଶଣ୍ଡ
ଶଣ୍ଡ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଶଣ୍ ଧାତୁ=ସୂତ୍ରଦାନ କରିବା+କର୍ତ୍ତୃ. ଡ଼, ଢ଼)
ସମ୍ପାଦନା- ୧. ବୃଷ; ବୃଷର; ଶେଣ୍ଢ —୧. A bull; brahmani bull.
(ଏହା ମହାଦେବଙ୍କ ବାଦନ)
- ୪. ହେଞ୍ଜଡ଼ା; ନୁପୁଂସକ; କ୍ଳୀବପୁରୁଷ —୨. A enouch by birth.
- ୩. ଶୁକ୍ରଚାର୍ଯ୍ୟଙ୍କ ଏକ ପୁତ୍ର — ୩. A son of Ṡukrāchārj̄ya.
[ଦ୍ରଷ୍ଟବ୍ୟ —ଏ ଅସୁର— ମାନଙ୍କ ପୁରୋହିତ ଥିଲେ]
(ଉ—ଶୁକ୍ରର ସତ ବେନିଭାଇ ଶଣ୍ଡ ଅମକ ନାମ ଦୁଇ ଜଗନ୍ନାଥ. ଭାଗବତ)
- ୨. ରାଜାମାନଙ୍କ ଅନ୍ତଃପୁରର ସ୍ତ୍ରୀମାନଙ୍କ ଜଗୁଆଳି କ୍ଳୀବ ପୁରୁଷ —୪. A enouch kept to guard the females of a harem.
[ଦ୍ରଷ୍ଟବ୍ୟ —ଅଣ୍ଡିରା ବାଛୁରିଙ୍କୁ ଧରିବା ଭଳି ଆଗେ ରାଜା ଓ ବାଦମାହାମାନେ ମନୁଷ୍ୟ— ବାଳକମାନଙ୍କୁ 'ଧରି' ସେମାନଙ୍କୁ କ୍ଳୀବ କରୁଥିଲେ ଦୈହିକ କ୍ଳୀବତା ଦ୍ୱାର ମାନସିକ କ୍ଳୀବତା ଘଟୁଥିଲା କି ନାହିଁ, ଏହା ଗଭୀର ସନ୍ଦେହର ବିଷୟ]
- ୫. ଦଳ; ପହ୍ଲ — ୫. A crowd.
- ୬. ପଦ୍ମ ସମୁହ —୬. A collection of louts flowers.
- ୭. ବନ୍ଧ୍ୟପୁରୁଷ — ୭. A barren male.
- ୮. ଉନ୍ନତ୍ତ ବ୍ୟକ୍ତି — ୮. Maddended or intoxicated; person.
ସଂସ୍କୃତ - ବିଶେଷଣ -
ସମ୍ପାଦନା- ୧. କ୍ଳୀବ —୧. Emasculated; impotent.
- ୨. ମତୁଆଳ; ପାନୋନ୍ନତ୍ତ —୨. Drunkard. intoxicated.
- ୩. କାମୁକ; ଲମ୍ପଟ —୩. Liceations; amorous; libidinous.
- ୪. ଉନ୍ନତ୍ତ (ହିନ୍ଦୀ - ଶ.) —୪. Mad.
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. କଟକ ଜିଲ୍ଲାର ଲୁପ୍ତ ରାଜ୍ୟ କୁଜଙ୍ଗର ରାଜବଂଶର ଉପାଧି —୧. The family-title of the late Rājās of Kujaṅga Estate in the district of Cuttack.
- ୨. ଦଳପତି —୨. Leader of a group; headman.
ଶଣ୍ଡ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଶଣ୍ଡ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶଣ୍ ଧାତୁ=ତନ୍ତୁ ଦାନ କରିବାରୁ କିମ୍ୱା ସଂସ୍କୃତ - ଦଣ୍ଡା)
ସମ୍ପାଦନା- ୧. ପିଆଜ ଆଦିର ପତ୍ର ଗୁଚ୍ଛ ମଧ୍ୟରୁ ସିଧା ଓ ଲମ୍ୱ ହୋଇ ବାହାରିଥିବା ଦଣ୍ଡ ବା ଛଡ଼ (ସାଧାରଣତଃ ଏହାର ଅଗରେ ଥୋପାଏ ଫୁଲ ଧରେ) — A long stem or scape issuing out and standing erect from a cluster of leaves pf plants, such, onion, garlic etc.
(ଯଥା—ପିଆଜ, ବାରବରଷିଆ, ରତିଫଳ ଗଛରୁ ବାହାରିଥିବା ଶଣ୍ଢା)
ଅନୁବାଦ
ସମ୍ପାଦନାଶଣ୍ଡ
|
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. (ସଂସ୍କୃତ - ଶୁଣ୍ଡା)—ଶୁଆଁବାଳି ପରି ଏକ— ପ୍ରକାର ପୋକ —୧. A kind of caterpillar-like insect foundon leaves of certain plants.
[ଦ୍ରଷ୍ଟବ୍ୟ —ଏମାନେ ଗବ ଗଛର ପତ୍ର ଓ ବାଉଁଶ ପତ୍ର ଆଦିରେ ଲାଗି ଥାଆନ୍ତି ଏବଂ ସଙ୍ଗେ ଗୋରୁମାନେ ଏହି ପୋକକୁ ଖାଇଦେଲେ ମରିଯାଆନ୍ତି]
- ୨. (ସଂ ଶୁଣ୍ଢ)—(ବେକର) ପଛ ଆଡ଼ —୨. The back or nape of the neck.
- ୩. (ସଂସ୍କୃତ - ଶୁଣ୍ଡ)—ଗଛରୁ ନୁଆ ବାହାରିଥିବା ଲମ୍ୱ ସଳଖ ଶାଖା ବା ଗଜା —୩. A long slender shoot issuing from a tree.
- ୪. ଜରଶଣ୍ଢା; ଜ୍ୱର ହେବା ପରେ ଜିଭରେ ଓ ଓଠରେ ବାହାରି ଯିବା ବ୍ରଣ ବା ବିସ୍ଫୋଟକ —୪. Fever blister; herpes; eruptions or rashes coming out on the lips and mounth after fever.
ଅନୁବାଦ
ସମ୍ପାଦନାଶଣ୍ଡ
|
- ୫. (ସଂସ୍କୃତ - ଦଣ୍ଡ) ନାଶିକା ଛିଦ୍ରଦ୍ୱୟରୁ ମଧ୍ୟସ୍ଥ ଦଣ୍ଡବତ୍ ଅସ୍ଥି —୫. The wall between the nostrils.
- ୬. କମ୍ପଜ୍ୱର ଯୋଗୁଁ ନାସିକା ଛିଦ୍ରର ଅନ୍ତ— ର୍ଦେଶରେ ଓହୋଳି ପଡ଼ିବା ମାଂସପିଣ୍ଡ; ଉହା —୬. A lump of flesh which hangs down inside the nostrils as a result of ague.
- ୭. ଶଣ୍ଢାସୁର (ଦେଖ) - —୭. Saṇḍhāsura (See)
- ୮. (ସଂସ୍କୃତ - ସଣ୍ଢ) ଡେଙ୍ଗା ଓ ସ୍ଥୂଳକାୟ ବ୍ୟକ୍ତି —୮. A stout and tall person.
ଅନୁବାଦ
ସମ୍ପାଦନାଶଣ୍ଡ
ଦେଶଜ - ବିଶେଷଣ -
ସମ୍ପାଦନା- ୧. ଡେଙ୍ଗା ବା ଲମ୍ୱ ଓ ସ୍ଥୂଳ —୧. Tall and stout.
- ୨. ବହ୍ଲା; ଯେଉଁ ବୃକ୍ଷ ଅତିସ୍ଥୂଳ ଓ ଡେଙ୍ଗା ହୋଇ ବଢ଼ିଯିବାରୁ ଫଳ ଉତ୍ପାଦନ କରିପାରେ ନାହିଁ —୨. (a tree or plant) Which does not bear fruit owing to its overluxuriant growth.
- ୩. (ସ୍ତ୍ରୀ) ବନ୍ଧ୍ୟା; ଅତି ସ୍ଥୂଳକାୟ ଓ ମାଂସଳ ହେବା ଯୋଗୁଁ ଯେଉଁ ଯେଉଁ ସ୍ତ୍ରୀର ଗର୍ଭ ହୁଏ ନାହିଁ —୩ (a woman) Who becomes incapable of conception owing to her growing fat.
ଅନୁବାଦ
ସମ୍ପାଦନାଶଣ୍ଡ
|
- ୪. (ପୁଂ) ସ୍ଥୂଳକାୟ ଓ ନପୁଂସକ, ଅର୍ଥାତ ସନ୍ତାନଜନନରେ ଅକ୍ଷମ (ପୁରୁଷ) —୪. (a male) Incapable of bringing about conception on account of his corpulence.
- ୫. (ସଂସ୍କୃତ - ସନଦ୍ଧରୁ)—ବଳିଷ୍ଠ ୫. Strong
- ୬. ମୋଟାସୋଟା —୬. Stout.
ଅନୁବାଦ
ସମ୍ପାଦନା- ୭. କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ —୭. Ready to do any work.
- ୮. କାର୍ଯ୍ୟଦକ୍ଷ; କର୍ମଠ —୮. Able fit for work
- ୯. ଶଡ଼କା (ଦେଖ) - —୯. Ṡaṇḍakā (See)