ଶକୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ବୈଦେଶିକ - ବିଶେଷଣ - ସମ୍ପାଦନା

ସକି (ଦେଖ) - Saki (See)



ଶକୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ପୁଂ—(ଶାକ+ଇନ୍) ସମ୍ପାଦନା

୧. ନାଲିଆ କରିବା ବ୍ୟକ୍ତି (ହିନ୍ଦୀ - ଶ) —୧. Complainant.
୨. ଚୁଗୁଲିଆ [ହିନ୍ଦୀ - ଶ] —୨. Backbiter.
୩. (ସ୍ତ୍ରୀ)—ଶାକକ୍ଷେତ୍ର (ବିଶ୍ୱକୋଷ) —୩. A plot for growing pot- herb.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା

ଶକ୍ତିଶାଳୀ (ବିଶ୍ୱକୋଷ) — Powerful.