ଲୁଣିଆ

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ଲବଣାକ୍ତ)

ସମ୍ପାଦନା
୧. ଲବଣାକ୍ତ —୧. Saline.
୨. ଲବଣ ମିଶ୍ରିତ —୨. Impregnated with salt.
୩. ଲବଣାସ୍ୱାଦବିଶିଷ୍ଟ —୩. Having the taste of salt.

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ଚର୍ମ ରୋଗବିଶେଷ; ଦେହରେ ପଦ୍ମକଣ୍ଟକ ପରି କ୍ଷୁଦ୍ର ବ୍ରଣଗୁଡ଼ିଏ ବାହାରି ଯିବା ରୋଗ —୧. A sort of skin disease cosisting of hard bristling pimples.
୨. ଲୁଣି ଶାଗ (ଦେଖ) - —୨. Luṇi ṡāga (See)
୩. ଲବଣ ବ୍ୟବସାୟୀ —୩. Salt- trader.
୪. ଯେ ଲବଣ ପ୍ରସ୍ତୁତ କରେ —୪. Salt manufacturer.