ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଲୁଣି ଶାଗ
ଭାଷା
ଦେଖିବେ
ସମ୍ପାଦନା
ଲୁଣି ଶାଗ
ବିଷୟସୂଚୀ
୧
ଓଡ଼ିଆ
୧.୧
ଉଚ୍ଚାରଣ
୧.୨
ଅନୁବାଦ
୧.୩
ଦେଶଜ - ବିଶେଷ୍ୟ -
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Luṇi ṡāga
ଆଇ.ପି.ଏ.
— lˈuni ʃˈaɡɔ
ଅନୁବାଦ
ସମ୍ପାଦନା
ଲୁଣି ଶାଗ
ସଂସ୍କୃତ - ନାମ—ଲବଣ ତୃଣ
ବଙ୍ଗାଳୀ:
নুনবোড়া
ହିନ୍ଦୀ:
नोनीशाग
ଦେଶଜ - ବିଶେଷ୍ୟ -
ସମ୍ପାଦନା
୧.
ଲୋଣା
(ଦେଖ) - —୧. Loṇā (See)
୨. ଦୀର୍ଘାୟୂଃ ବହୁଶାଖ କ୍ଷୁଦ୍ର ଶାକ ବିଶେଷ —୨. Ionidicum suffruticosum (shrub).
[
ଦ୍ରଷ୍ଟବ୍ୟ
— ଏହା ଘାସ ମଧ୍ୟରେ ଜନ୍ମେ ଫଲ ଗୋଲାପୀ, ପଞ୍ଚଦଳ ଫଳ ତ୍ରିକୋଷ—ଯୋଗେଶଚନ୍ଦ୍ର]