ଲିଭେଇବା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - କ୍ରିୟାପଦ - (ସଂସ୍କୃତ - ନର୍ବାପ)

ସମ୍ପାଦନା
୧. ଲିଭିବା କ୍ରିୟାର ଣିଜନ୍ତ ରୂପ —୧. Causative of Libhibā.
୨. ନିଭାଇବା (ଦେଖ) - —୨. Nibhā ibā(See)
୩. (ଲକ୍ଷଣାର୍ଥ) (ନାମ) ଲୋପ କରିବା — ୩. (figurative) To cause to disappear; to wipe out.

[ଉ—ତୋ ନାମ ଲିଭାଇ ଦେବି ଆଜି ପୃଥିବୀରୁ ମଧୁସୂଦନ. ବାଳରାମାୟଣ]

୪. ଅଗ୍ନି ବା ଆଲୋକକୁ ନିର୍ବାଣ କରାଇବା; ନର୍ବାପିତ କରିବା —୪. To exitinguish a light or fire.

[ଉ—କି ବାଇ ହୋଇଲି ଲିଭାଇବି ବୋଲି ସ୍ମର ଧନଞ୍ଜୟ ହେବି ଗୋ କବିସୂର୍ଯ୍ୟ. ସଂଗୀତ]

୫. ଲେଖା ଆଦିକୁ ପୋଛି ଦେବା —୫. To wipe out a writing.
୬. (ସଂସ୍କୃତ - ନିର୍ବାହ) କୌଣସି କାର୍ଯ୍ୟକୁ ନିର୍ବାହିତ କରିବା —୬. To conduct a work.
୭. ଅନୁଭବ କରିବା —୭. To experience.
୮. କୌଣସି ବ୍ୟକ୍ତିକୁ ପାଳିବା, ପୋଷିବା ବା ଚଳାଇ ନେବା —୮. To maintain or cherish a person; to enable a person to get on.