ନିଭାଇବା
ନିଭାଇବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - କ୍ରି. (ସଂସ୍କୃତ - ନିର୍ବାପଣ)
ସମ୍ପାଦନା- ୧. ନିଭିବା କ୍ରିୟାର ଣିଜନ୍ତ ରୂପ — ୧. The causative from of 'Nibhibā'
- ୨. (ପ୍ରଦୀପ ଅଗ୍ନି ଆଦି) ଲିଭେଇବା; ନିର୍ବାଣ କରିବା — ୨. To extinguish; to put out; to blow out (a light or fire).
ନିଭାଉ ଦାନାବଳ ବିସର୍ଜ୍ଜିବାରି ରାଧାନାଥ, ମେଘଦୂତ
- ୩. ପୋଛି ଅଦୃଶ୍ୟ କରି ଦେବା —୩. To cause to disappear; to rub out; to suppress.
- ୪. ଲେଖାକୁ ପୋଛି ଦେବା — ୪. To wipe out; to blot out.
ଅନୁବାଦ
ସମ୍ପାଦନାନିଭାଇବା
|
- ୫. (ସଂସ୍କୃତ - ନିର୍ବାହ) କୌଣସି କାର୍ଯ୍ୟକୁ ନିର୍ବାହ କରିବା; ପରିଚାଳିତ କରିବା —୫. To conduct.
- ୬. ଅନୁଭବ କରିବା —୬. To experience.
ଦୁଃଖ କହିବି କି ସୁଖ କହିବି ଯାହା ଅଙ୍ଗେ ନିଭେଇଛି ତାହା କହିବି—ଢଗ
- ୭. ପୋଷିବା; ପାଳନ କରିବା — ୭. To maintain; to cherish.
- ୮. (ଲକ୍ଷଣାର୍ଥ) (ସୁନାମ) ଲୋପ କରିବା — ୮. (figurative) To blot out (one's good name).