ଲାଳସା
- ଲୋଭ; ସ୍ପୃହା
- ଅତ୍ୟଧିକ ଲିପ୍ସା
- ଔତ୍ସୁକ୍ୟ
- କୌଣସି ବସ୍ତୁ ପାଇଁ ପ୍ରାର୍ଥନା
- ଶୋଚନା; ଅନୁଶୋଚନା
- ଗର୍ଭଣୀର ଦୋହଦ; ଗର୍ଭଣୀର କୌଣସି ବିଶେଷ ଖାଦ୍ୟପ୍ରତି ବାଞ୍ଛା
ବିଶେଷଣ (ଦେଶଜ)
ସମ୍ପାଦନା- ଲୋଭାସକ୍ତ; ଲାଳସାଯୁକ୍ତଲାଳସା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -
ସମ୍ପାଦନା[ଲାସ୍ ଧାତୁ (ଯଙ ଲୁଗନ୍ତ)+ଭାବ. ଅ+ଆ] ===
- ୧. ଲୋଭ; ସ୍ପୃହା —୧. Hankering; coveting after a thing.
- ୨. ଅତ୍ୟଧିକ ଲିପ୍ସା — ୨. Excessive desire.
- ୩. ଔତ୍ସକ୍ୟ —୩. Eagerness.
- ୪. କୌଣସି ବସ୍ତୁ ପାଇଁ ପ୍ରାର୍ଥନା — ୪. Solicitation; entreaty (Apte)
- ୫. ଶୋଚନା; ଅନୁଶୋଚନା — ୫. Sorrow; regret (Apte).
- ୬. ଗର୍ଭିଣୀର ଦୋହଦ; ଗର୍ଭିଣୀର କୌଣସି ବିଶେଷ ଖାଦ୍ୟ ପ୍ରତି ବାଞ୍ଛା —୬. The longing of a pregnant woman after soma particular food.
=== ଦେଶଜ - ବିଶେଷଣ - (ପଦ୍ୟ)
ଲୋଭାସକ୍ତ; ଲାଳସାଯୁକ୍ତ —Hankering after a
thing.
[ଉ—ଦେଖିଲେ ଲୋକେ ତାଙ୍କ ହୋଇବେ ଲାଳସା କୃଷ୍ଣସିଂହ. ମହାଭାରତ.ବନ]