ଲାଦିବା
ଲାଦିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଲଦି ଦେବା,ଲଦି ପକା(କେ)ଇବାଅନ୍ୟରୂପ
ଦେଶଜ - କ୍ରିୟାପଦ - (ସଂସ୍କୃତ - ଲବ୍ଧ; ପ୍ରା. ଲଦ୍ଧ)
ସମ୍ପାଦନା- ୧. ଲଦିବା (ଦେଖ) - ୧. Ladibā (See)
- ୨. କୌଣସି ବସ୍ତୁ ଉପରେ ବହୁତ ବୋଝ ଲଦିବା — ୨. To put too much load on a thing.
- ୩. ବୋଝ ଚପାଇବା —୩. To load.
- ୪. ଅତ୍ୟଧିକଭାବରେ ବୃଷ୍ଟି କରିବା — ୪. To shower copiously.
(ଉ—ମାଡ଼ ଲାଦିପକାଇବା; ବର୍ଷା ଲାଦିବା; ବୋଲୁଆ ଲାଦିବା ଇତ୍ୟାଦି)