ଲଦିବା
ଲଦିବା
ଉଚ୍ଚାରଣ
ସମ୍ପାଦନା(ଲଦି ଦେବା—ଅନ୍ୟରୂପ)
ଅନୁବାଦ
ସମ୍ପାଦନା(ଲଦା ହେବା—କର୍ମବାଚ୍ୟ)
ଅନୁବାଦ
ସମ୍ପାଦନାଦେଶଜ - କ୍ରିୟାପଦ - (ସଂସ୍କୃତ - ଲବ୍ଧ; ପ୍ରା. ଲଦ୍ଧ; ତୁଳ ଇଂରାଜୀ - Load ଲୋଡ୍)
ସମ୍ପାଦନା- ୧. କୌଣସି ପଦାର୍ଥ ଉପରେ ବୋଝ ବା ଭାର ରଖିବା; ବୋଝାଇ କରିବା —୧. To load.
[ଉ—ଲଦିଲେ କଣ୍ଟା ଲଟା ତାହାର ଉପରେ କୃଷ୍ଣସିଂହ. ମହାଭାରତ ବନ]
- ୨. ଇଚ୍ଛା ବିରୋଧରେ କୌଣସି ବ୍ୟକ୍ତି ଉପରେ କୌଣସି ଭାର ଚାପିବା —୨. To put a load or weight on a person against his wish.
[ଉ—ଆପଣ ଗୁରୁ ହୋଇ ବସିଥିବା ଠାରେ, ଏଡେ ଭାର କିମ୍ପା ଲଦୁଛ ମୋହଠାରେ କୃଷ୍ଣସିଂହ. ମହାଭାରତ. ଶାନ୍ତି]
- ୩. ଉପର୍ଯ୍ୟୁପରି ପ୍ରହାର କରିବା —୩. To give repeated blows.
- ୪. ଉପର୍ଯ୍ୟୁପରି ବୃଷ୍ଟି କରିବା —୪. To rain profusely.
(ଯଥା—ଦେହରେ ଗୁଡ଼ାଏ ବିଧା ଲଦିବା, ବର୍ଷା ଅସରାକୁ ଅସରା ଲଦିବା)
- ୫. କୌଣସି ବସ୍ତୁ ଉପରେ ଅନ୍ୟ ବସ୍ତୁକୁ ରଖିବା ବା ସ୍ଥାପିତ କରିବା —୫. To place a thing on another.
[ଉ—ଚିରବଚାରୁ ପେଟ ହେବାକାଳେ ଶକଟ ହେଲାଣି ଯାହା ସେ ବିଲୋଳ ମୃଦୁ, ନ ଥିଲା କିଛି ଜଣା, ଏବେ ଯାଉଛି ଶୁଣା ତୁ ପୁଣି ଚୂମ୍ୱି ତହିଁ ସ୍ତନ ଲଦୁ କବିସୂର୍ଯ୍ୟ ସଂଗୀତ]