ଲାଗୁଣି(ଆଁ)
ଲାଗୁଣି(ଆଁ)
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଲାଗୁଣି(ଆଁ)
ଦେଶଜ - ବିଶେଷ୍ୟ - ପୁଲିଙ୍ଗ - ସମ୍ପାଦନା
- ୧. ମୂଳିଆ; ଦିନ ମଜୁରିଆ —୧. Day-laboure.
- ୨. ଲାଗୁଆ ମୂଲିଆ (ଦେଖ) - ୨. Lāguā mūliā (See)
- ୩. ଯେ ଚୁଗୁଲି କରେ; ଖଚୁଆ —୩. A backbiter.
- ୪. ଯେଉଁ ବ୍ୟକ୍ତି ତନ୍ତ୍ର ମନ୍ତ୍ରାଦି ପ୍ରୟୋଗ ପୂର୍ବକ ଅନ୍ୟ ବ୍ୟକ୍ତିଠାରେ ଡାହାଣୀ. ଭୂତ, ରୋଗଆଦି ଲଗାଏ —୪. a person who employs Tantric means or black magic to
make other people possessed with evil spirits.
ଅନୁବାଦ ସମ୍ପାଦନା
ଲାଗୁଣି(ଆଁ)
|
ଦେଶଜ - ବିଶେଷଣ - ସମ୍ପାଦନା
ଅବିଶ୍ରାନ୍ତ; ଅବିଚ୍ଛିନ୍ନ —Uninterrupted.