ଲାଗୁଆ ମୂଲିଆ
ଲାଗୁଆ ମୂଲିଆ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଲାଗୁଆ ମୂଲିଆ
|
(ଲାଗୁଆ ମଜୁରିଆ—ଅନ୍ୟରୂପ)
(ଲାଗୁଆ ମୁଲିଆଣୀ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
ସମ୍ପାଦନା- ୧. ଯେଉଁ ମୂଲିଆ ଚୁକ୍ତି କରି ପ୍ରତିଦିନ ଜଣେ ବ୍ୟକ୍ତିଙ୍କ ନିକଟରେ ମୂଲ ଲାଗେ — ୧. A day-labourer who works for a particular person every- day.
- ୨. ଯେଉଁ ମୁଲିଆ ଏକ— ବର୍ଷ ପାଇଁ ମାଲିକଙ୍କ ଚାଷକାମ କରେ ୨. A labourer who contracts to work for wages for a master for one year.