ଲାଗୁଣିଆ(ଆ)

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - ସମ୍ପାଦନା

୧. ମୂଳିଆ; ଦିନ ମଜୁରିଆ —୧. Day-laboure.
୨. ଲାଗୁଆ ମୂଲିଆ (ଦେଖ) - ୨. Lāguā mūliā (See)
୩. ଯେ ଚୁଗୁଲି କରେ; ଖଚୁଆ —୩. A backbiter.
୪. ଯେଉଁ ବ୍ୟକ୍ତି ତନ୍ତ୍ର ମନ୍ତ୍ରାଦି ପ୍ରୟୋଗ ପୂର୍ବକ ଅନ୍ୟ ବ୍ୟକ୍ତିଠାରେ ଡାହାଣୀ. ଭୂତ, ରୋଗଆଦି ଲଗାଏ —୪. a person who employs Tantric means or black magic to make other people possessed with evil spirits.

ଦେଶଜ - ବିଶେଷଣ - ସମ୍ପାଦନା

ଅବିଶ୍ରାନ୍ତ; ଅବିଚ୍ଛିନ୍ନ —Uninterrupted.