ବିଶେଷଣ (ସଂସ୍କୃତ) ସମ୍ପାଦନା

  • ଭାରଶୂନ୍ୟ; ହାଲୁକା
  • ସାମାନ୍ୟ
  • ତୁଚ୍ଛ
  • ସତ୍ଵହୀନ; ଅସାର; ଅନ୍ତଃସାରଶୂନ୍ୟ; ନିଃସାର
  • ସାନ; ଛୋଟ; କ୍ଷୁଦ୍ର
  • ପତଳା
  • ହ୍ରସ୍ପ; ଖର୍ବ
  • ସୂକ୍ଷ୍ମ
  • କୃଶ
  • ଗୌରବହୀନ; ସମ୍ମନହୀନ
  • ଅନାଦୃତ
  • ମୃଦୁ
  • କ୍ଷିପ୍ର; ଶୀଘ୍ର; ତ୍ଵରିତ
  • ସୁନ୍ଦର; ଆନନ୍ଦଜନକ
  • ଶୁଷ୍କ
  • ଅଳ୍ପାୟାସସାଧ୍ୟ
  • ନଗଣ୍ୟ
  • ନୀଚ
  • ଦୁର୍ବଳ
  • ଏକମାତ୍ରାଯୁକ୍ତ
  • ଯେଉଁ ବର୍ଣ୍ଣର ଉଚ୍ଚାରଣ କାଳ ଅଳ୍ପ

ବିଶେଷ୍ୟ (ସଂସ୍କୃତ) ସମ୍ପାଦନା

  • କୃଷ୍ଣାଗୁରୁ
  • ଉଶୀର; ବେଣାଚେର
  • ଲଘୁଗଣର ନକ୍ଷତ୍ରକ୍ରୟ; ହସ୍ତା, ଅଶ୍ଵିନୀଓ ପୁଷ୍ୟା ନକ୍ଷତ୍ର
  • ପନ୍ଦର କ୍ଷଣ ପରିମିତ ସମୟ
  • ତିନିପ୍ରକାର ପ୍ରାଣାୟାମ୍ ମଧ୍ୟରୁ ୧୨ ମାତ୍ରାବିଶିଷ୍ଟ ପ୍ରାଣାୟାମ
  • ଏକମାତ୍ରାଯୁକ୍ତ ସ୍ଵର; ଅଳ୍ପ ପ୍ରାଣ ସ୍ଵରବର୍ଣ୍ଣ
  • ବଂଶୀର ଦୈର୍ଘ୍ୟ ଛୋଟ ହେବା ରୂପ ଦୋଷ
  • ଚାନ୍ଦି
  • ପିଡ଼ଙ୍ଗ ଶାଗ
  • ଲାମଜ୍ଜକ; ଗନ୍ଧବେଣା
  • କାର୍ପାସ; କପାଗଛ
  • ଲଘୁସ୍ଵରଯୁକ୍ତ ଅକ୍ଷର

ବିଶେଷ୍ୟ (ଦେଶଜ) ସମ୍ପାଦନା

  • ଲଘୁଧାନ; ଯେଉଁ ଶାରଦଧାନ ଶୀଘ୍ର ପାଚିଯାଏ

ବିଶେଷଣ (ଦେଶଜ) ସମ୍ପାଦନା

  • ଲଜ୍ଜିତ
  • ଅବମାନିତ; ଅସମ୍ମାନିତଲଘୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବିପରୀତ—ଗୁରୁ)

[ଲଘୀ—ସ୍ତ୍ରୀ]
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ (ଲନଘ୍ ଧାତୁ=କମାଇବା+କର୍ମ.)ଉ ସମ୍ପାଦନା

୧. ଭାରଶୂନ୍ୟ; ହାଲୁକା —୧. Light; not heavy.
୨. ସାମାନ୍ୟ —୨. Slight.
୩. ତୁଚ୍ଛ —୩. Trivial; worthless; trifling.
୪. ସତ୍ୱହନ; ଅସାର; ଅନ୍ତଃସାରଶୂନ୍ୟ; ନିଃସାର —୪. Unsubstantial.
୫. ସାନ; ଛୋଟ; କ୍ଷୂଦ୍ର —୫. Small; little.
୬. ପତଳା —୬. Thin.
୭. ହ୍ରସ୍ୱ; ଖର୍ବ —୭. Dwarfish; short.
୮. ସୂକ୍ଷ୍ମ — ୮. Minute; delicate.
୯. କୃଶ —୯. Lean.
୧. ଗୌରବହୀନ; ସମ୍ମାନହୀନ —୧୦. Having no honour; dishonourable.
୧୧. ଅନାଦୃତ —୧୧. Disregarved; slighted.
୧୨. ମୃଦୁ —୧୨. Mild.
୧୩. କ୍ଷିପ୍ର; ଶୀଘ୍ର; ତ୍ୱରିତ —୧୩. Swift; quick; rapid.
୧୪. ସୁନ୍ଦର; ଆନନ୍ଦଜନକ —୧୪. Beauti-; ful; pleasing.
୧୫. ଶୁଷ୍କ —୧୫. Dry.
୧୬. ଅଳ୍ପାୟାସାଧ୍ୟ —୧୬. Which can be done with slight labour
୧୭. ନଗଣ୍ୟ —୧୭. Trifling (Apte).
୧୮. ନୀଚ (ହିନ୍ଦୀ - ଶ) —୧୮. Low; mean (Apte).
୧୯. ଦୁର୍ବଳ (ହିନ୍ଦୀ - ଶ) —୧୯. Weak.
୨. (ଛନ୍ଦଃ ଶାସ୍ତ୍ର) ଏକମାତ୍ରାଯୁକ୍ତ (ସ୍ୱର, ତାଳ) (ହିନ୍ଦୀ - ଶ) —୨୦. (Prosody, music) Having only one measure.
୨୧. ଯେଉଁ ବର୍ଣ୍ଣର ଉଚ୍ଚାରଣ କାଳ ଅଳ୍ପ —୨୧. Short (vowel or letter).

[ଦ୍ରଷ୍ଟବ୍ୟ —ଲଘୁ ଶବ୍ଦ ସ୍ତ୍ରୀଲିଙ୍ଗ ଓ ପୁଂଲିଙ୍ଗ]

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. କୃଷ୍ଣାଗୁରୁ (ହିନ୍ଦୀ - ଶ) —୧. The black variety of eaglewood.
୨. ଉଶୀର; ବେଣାଚେର (ହିନ୍ଦୀ - ଶ) —୨. The fragrant root fibers of Juncus Odoratus grass.
୩. ଲଘୁଗଣର ନକ୍ଷତ୍ରତ୍ରୟ; ହସ୍ତା, ଅଶ୍ୱିନୀ ଓ ପୁଷ୍ୟା ନକ୍ଷତ୍ର (ହିନ୍ଦୀ - ଶ) —୩ The ୧୩th ୮th and ୧st asterisms.
୪. ପନ୍ଦର କ୍ଷଣ ପରିମିତ ସମୟ (ହିନ୍ଦୀ - ଶ) — ୪. A unit of time equal to ୧୫ moments.
୫. ତିନିପ୍ରକାର ପ୍ରାଣାୟାମ ମଧ୍ୟରୁ ୧୨: ମାତ୍ରାବିଶିଷ୍ଟ ପ୍ରାଣାୟାମ (ହିନ୍ଦୀ - ଶ) — ୫. The breathing exercise extending over ୧୨ Mātr.

[ଦ୍ରଷ୍ଟବ୍ୟ —ଉତ୍ତମ ପ୍ରାଣାୟାମ—୨୪: ମାତ୍ରା— ବିଶିଷ୍ଟ—'ତତ୍ସବିତୁର୍ବରେଣୀୟ ଭର୍ଗୋଦେବସ୍ୟ ଧୀମହି' ଧୀୟୋ ଯୋନଃ ପ୍ରଚୋଦୟାତ୍' ଏଥିରେ ନାମ ଗାୟତ୍ରୀ ମଧ୍ୟମ ପ୍ରାଣାୟାମ—୧୯: ମାତ୍ରାବିଶିଷ୍ଟ—'ଓ' ଭୂ ଓଁ ଭୂନଃ ଓଁ ସ୍ୱଃ ଓଁ ମହଃ ଓଁ ଜନଃ ଓଁ ତପଃ ଓଁ ସତ୍ୟଂ' ଏଥିରେ ନାମ ସାବିତ୍ରୀ

ଲଘୁ ପ୍ରାଣାୟାମ—୧୨: ମାତ୍ରାବିଶିଷ୍ଟ—'ଆପୋ' ଜ୍ୟୋତି ରସୋମୃଽତଂ ବ୍ରହ୍ମଭୂର୍ଭୂବସ୍ୱଃ' ଏଥିର ନାମ ସରସ୍ୱତୀ ଅନ୍ୟ ଦୁଇ ପ୍ରାଣାୟାମକୁ ମଧ୍ୟମ ଓ ଉତ୍ତମ ବୋଲାଯାଏ]

୬. (ବ୍ୟାକରଣ) ଏକମାତ୍ରାଯୁକ୍ତ ସ୍ୱର; ଅଳ୍ପ ପ୍ରାଣ ସ୍ୱରବର୍ଣ୍ଣ —୬. (Grammar) short vowel.
୭. ବଂଶୀର ଦୈର୍ଘ୍ୟ ଛୋଟ ହେବା ରୂପେ ଦୋଷ (ହିନ୍ଦୀ - ଶ) —୭. The defect of a flute being smaller than the stand. ard size.
୮. ଚାନ୍ଦି (ହିନ୍ଦୀ - ଶ) —୮. Silver.
୯. ସୃକ୍କା; ପିଡ଼ଙ୍ଗ ଶାଗ (ହିନ୍ଦୀ - ଶ) —୯. A potherb; Trigonella Corniculata.
୧. ଲାମଜ୍ଜକ; ଗନ୍ଧବେଣା (ଦ୍ରବ୍ୟଗୁଣ) —୧୦. Juncus Odoratus.
୧୧. କାର୍ପାସ; କପାଗଛ —୧୧. Cotten plant.
୧୨. ଲଘୁସ୍ୱରଯୁକ୍ତ ଅକ୍ଷର —୧୨. Short letter.

ଦେଶଜ - ବିଶେଷ୍ୟ - ସମ୍ପାଦନା

ଲଘୁଧାନ; ଯେଉଁ ଶାରଦଧାନ ଶୀଘ୍ର ପାଚିଯାଏ —A species of winter paddy which ipens earlier than the other species.

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ଲଜ୍ଜିତ —୧. Ashamed.
୨. ଅବମାନିତ; ଅସମ୍ମାନିତ —୨. Humiliated; insulted; disregarded.