ଲଗା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବି—(ସଂସ୍କୃତ - ଲଗ୍ ଧାତୁ) ସମ୍ପାଦନା

୧. ବୃକ୍ଷାଦି ଲଗାଇବା — ୧. planting of trees.
୨. ସମ୍ପର୍କ; ସମ୍ୱନ୍ଧ — ୨. Connection.
୩. ଗଳାରେ ଦଉଡ଼ି ଦେବା ପ୍ରଭୁତିଦ୍ୱାରା ମୃତ୍ୟୁ (ନନ୍ଦେ) —୩. Unnatural death. such as, by hanging.

[ଉ—ଲଗା ଏମନ୍ତ ବୋଲି କହି ଶୁଣ ହୋ ନୃପତି ତନଇ—ବିଷ୍ଣୁପୁରାଣ]

୪. ଦାୟିତ୍ୱ —୪. Responsibility.
୫. (ସଂସ୍କୃତ - ଲଗ୍ନକ) ଜାମିନଦାର୍ ; ପ୍ରତିଭୁ —୫. Security surety.

[ଉ— ସେ କଥାରେ ମୁଁ ଲଗା ହେଲି— ଫକୀରମୋହନ; ଛମାଣ ଆଠଗୁଣ୍ଠ]

୬. ସଂଲଗ୍ନ ହେବା — ୬. State of being attached.
୭. ସ୍ପର୍ଶ କରିବା ୭. Act of touching.
୮. ସଂଲଗ୍ନ କରଣ —୮. Act of attaching
୯. ପରପାଇଁ ଜାମିନ୍; ପ୍ରତିଭୁତ୍ୱ —୯. Suretyship
୧. ଆବଶ୍ୟକତା —୧୦. Necessity
୧୧. ମଧ୍ୟସ୍ଥ —୧୧. Intermediary; middleman

[ଉ—ମଝିରେ ଆଉ କାହିରିକୁ ଲଗା ନ ରଖି ଚାଷ ମୁଣ୍ଡରେ ଚାଷିମାନଙ୍କଠାରୁ ସଉଦା କଲେ ଫାକୀରମୋହନ ଗଳ୍ପସ୍ୱଳ୍ପ]

ଦେଶଜ - ବିଶେଷଣ - ସମ୍ପାଦନା

୧. ଲଗ୍ନ —୧. Attached.

[ଯଥା— ଅଙ୍ଗଲଗା ଚାକର]

୨. ପରସ୍ପର ସଂଲଗ୍ନ —୨. Touching each other.
୩. ଧାରାବାହିକ; ଅବିଚ୍ଛିନ୍ନ —୩. Conti nuous.

[ଦ୍ରଷ୍ଟବ୍ୟ —ବିପରୀତ ଅଲଗା=ଛଡ଼ାଛଡ଼ା]

୪. ଦାୟୀ —୪. Responsible
୫. ଅନ୍ୟ ପାଇଁ ଜାମିନ୍ ହୋଇଥିବା —୫. Standing as surety for another
୬. ଖଚିତ; ଜଡ଼ିତ —୬. Adorned

[ଉ— ହୀରା ଲଗା ଶ୍ରୀପେଚ ନୀଳ ପାଗେ ବନ୍ଧା— କୃଷ୍ଣସିଂହ ମହାଭାରତ ବନ

୭. ମଧ୍ୟସ୍ଥ — ୭. Intermediate.



ଲଗା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (କଟକସହର) ବିଶେଷ୍ୟ - ସମ୍ପାଦନା

ନାଗା (ଦେଖ) - Nāgā (See)