ଲଗା
ଲଗା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଲଗା
|
ଦେଶଜ - ବି—(ସଂସ୍କୃତ - ଲଗ୍ ଧାତୁ)
ସମ୍ପାଦନା- ୧. ବୃକ୍ଷାଦି ଲଗାଇବା — ୧. planting of trees.
- ୨. ସମ୍ପର୍କ; ସମ୍ୱନ୍ଧ — ୨. Connection.
- ୩. ଗଳାରେ ଦଉଡ଼ି ଦେବା ପ୍ରଭୁତିଦ୍ୱାରା ମୃତ୍ୟୁ (ନନ୍ଦେ) —୩. Unnatural death. such as, by hanging.
[ଉ—ଲଗା ଏମନ୍ତ ବୋଲି କହି ଶୁଣ ହୋ ନୃପତି ତନଇ—ବିଷ୍ଣୁପୁରାଣ]
- ୪. ଦାୟିତ୍ୱ —୪. Responsibility.
- ୫. (ସଂସ୍କୃତ - ଲଗ୍ନକ) ଜାମିନଦାର୍ ; ପ୍ରତିଭୁ —୫. Security surety.
[ଉ— ସେ କଥାରେ ମୁଁ ଲଗା ହେଲି— ଫକୀରମୋହନ; ଛମାଣ ଆଠଗୁଣ୍ଠ]
- ୬. ସଂଲଗ୍ନ ହେବା — ୬. State of being attached.
- ୭. ସ୍ପର୍ଶ କରିବା ୭. Act of touching.
- ୮. ସଂଲଗ୍ନ କରଣ —୮. Act of attaching
- ୯. ପରପାଇଁ ଜାମିନ୍; ପ୍ରତିଭୁତ୍ୱ —୯. Suretyship
- ୧. ଆବଶ୍ୟକତା —୧୦. Necessity
- ୧୧. ମଧ୍ୟସ୍ଥ —୧୧. Intermediary; middleman
[ଉ—ମଝିରେ ଆଉ କାହିରିକୁ ଲଗା ନ ରଖି ଚାଷ ମୁଣ୍ଡରେ ଚାଷିମାନଙ୍କଠାରୁ ସଉଦା କଲେ ଫାକୀରମୋହନ ଗଳ୍ପସ୍ୱଳ୍ପ]
ଦେଶଜ - ବିଶେଷଣ -
ସମ୍ପାଦନା- ୧. ଲଗ୍ନ —୧. Attached.
[ଯଥା— ଅଙ୍ଗଲଗା ଚାକର]
- ୨. ପରସ୍ପର ସଂଲଗ୍ନ —୨. Touching each other.
- ୩. ଧାରାବାହିକ; ଅବିଚ୍ଛିନ୍ନ —୩. Conti nuous.
[ଦ୍ରଷ୍ଟବ୍ୟ —ବିପରୀତ ଅଲଗା=ଛଡ଼ାଛଡ଼ା]
- ୪. ଦାୟୀ —୪. Responsible
- ୫. ଅନ୍ୟ ପାଇଁ ଜାମିନ୍ ହୋଇଥିବା —୫. Standing as surety for another
- ୬. ଖଚିତ; ଜଡ଼ିତ —୬. Adorned
[ଉ— ହୀରା ଲଗା ଶ୍ରୀପେଚ ନୀଳ ପାଗେ ବନ୍ଧା— କୃଷ୍ଣସିଂହ ମହାଭାରତ ବନ
- ୭. ମଧ୍ୟସ୍ଥ — ୭. Intermediate.
ଲଗା
ଉଚ୍ଚାରଣ
ସମ୍ପାଦନାପ୍ରାଦେଶିକ - (କଟକସହର) ବିଶେଷ୍ୟ -
ସମ୍ପାଦନାନାଗା (ଦେଖ) - Nāgā (See)