ନାଗା
ନାଗା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ନଗ୍ନ)
ସମ୍ପାଦନା- ୧. ଉଲଙ୍ଗ ସନ୍ନ୍ୟାସୀ ସମ୍ପ୍ରଦାୟବିଶେଷ — ୧. A class of anchorites who wear no clothing.
- ୨. ପୁରୀରେ ଦଶହରା ସମୟରେ ଗୋସଣୀ ଯାତରେ ବାହାରିବା ସର୍ପ ଓ ବିବଧ ଅସ୍ତ୍ର ଭୂଷିତ ବୀର ଓ ସନ୍ନ୍ୟାସୀ ବେଶଧାରୀ ବ୍ୟକ୍ତି —୨. Persons armed with various weapons and serpents, accompanying the Gosāṇī j̄ātrāprocession in Puri town during the Durgā pūjā festival.
- ୩. ଆସାମର ପର୍ବତବିଶେଷ — ୩. The Nāgā hills in Assam.
- ୪. ନାଗା ପର୍ବତବାସୀ ପାର୍ବତ୍ୟ ଜାତିବିଶେଷ — ୪. Name of a wild tribe inhabiting the Nāgā hills.
- ୫. ନାଗା ଜାତିର କଥିତ ଭାଷା —୪. The spoken language of the Nāgā tribe.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
ସମ୍ପାଦନାହସ୍ତୀମାନଙ୍କର ରୋଗବିଶେଷ — A kind of disease of the elephants.
[ଦ୍ରଷ୍ଟବ୍ୟ —ଏହି ରୋଗ ହେଲେ ହାତୀ ମାଟି ଖାଆନ୍ତି]