ଲକ୍ଷଣା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଲକ୍ଷ୍ ଧାତୁ+ଭାବ. ଅନ+ଆ) ସମ୍ପାଦନା

୧. ତୁଳନା — ୧. Comparison.

[ଉ— କାହିଁଛି ଲକ୍ଷେ ଲକ୍ଷଣା ଯେ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ]

୨. ସାରସୀ —୨. A female crane.
୩. (ବ୍ୟାକରଣ) ଶବ୍ଦର ବୃତ୍ତ ବା ଶକ୍ତି ବିଶେଷ; ଯେଉଁ ଶକ୍ତିଦ୍ୱାରା ଶବ୍ଦର ତାତ୍ପର୍ଯ୍ୟାର୍ଥ ଛଡ଼ା ପ୍ରୟୋଜନ, ପ୍ରୟୋଗ ବା ଉଦ୍ଦେଶ୍ୟ ଅନୁସାରେ ଭାବାର୍ଥର ବୋଧ ହୁଏ —୩. (Grammar) Figurative or metaphorical sense of a word.

[ଦ୍ରଷ୍ଟବ୍ୟ — ଯଥା ସେ ଗଙ୍ଗାବାସୀ ହେଲେ, ଏଥିର ଲକ୍ଷଣାର୍ଥ,—ଗଙ୍ଗା ତୀରରେ ସେ ବାସ କଲେ]

୪. ଉପମାଦ୍ୱାରା ଅର୍ଥରେ ବା ଭାବର ପ୍ରକାଶ —୪. Meta phor.

(ଯଥା—ରାମ ତାଙ୍କ ସ୍କନ୍ଧରେ ରାଜ୍ୟଭାର ଗ୍ରହଣ କଲେ)

୫. ରଚନାରେ ବା ଲେଖାରେ ଉହ୍ୟ ଶବ୍ଦ ବା ବାକ୍ୟ —୫. Ellipsis in a composition.
୬. କାବ୍ୟାଳଙ୍କାର ବିଶେଷ; ଯହିଁରେ ଶବ୍ଦର ଗୌଣ ଅର୍ଥ ପ୍ରକାଶିତ ହୁଏ —୬. A figure of speech; an indirect application of secondary singificance of a word (Apte).

[ଉଦାହରଣ— ଅନୁଗତେ ଅହୀ ଭସ୍ମ ବହନ୍ତି ଶଙ୍କର, ଭ୍ରମେ ବରି ଗଙ୍ଗା ପତ୍ନୀ ଶାୟଂତନୁଙ୍କର, ମିତ୍ରକାନ୍ତେ ଅଛି ଭଙ୍ଗେ ପଦ୍ମିନୀର ପ୍ରୀତି ଅନୁଗତ ଅଙ୍ଗୀକୃତ ଧୀରେ ତ ପାଳିନ୍ତି ଅଭିମନ୍ୟୁ ବିଦଗଧ ଚିନ୍ତାମଣି]

୭. ହଂସୀ (ହିନ୍ଦୀ - ଶ) —୭. Goose.

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲକ୍ଷ୍ମଣା) ସମ୍ପାଦନା

୧. ଲକ୍ଷଣା ମୂଳ (ଦେଖ) - ୧. Laksjaṇaāmūḻa (See).
୨. ଉପମା — ୨. Simile.

(ଉ—ସ୍ତ୍ରୀପୁଂସଲକ୍ଷଣା ଭାଷେ ଲକ୍ଷଣ ଗଣ, ମାର୍ଗଣ ହେଲେ ତା ତନୁ ତନୁକେ ଜାଣ ଭଞ୍ଜ କୋଟିବ୍ରହ୍ମାଣ୍ଡସୁନ୍ଦରୀ)