ଲକ୍ଷଣା ମୂଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ବୈଦ୍ୟକ) (ସଂସ୍କୃତ - ଲକ୍ଷଣା) ସମ୍ପାଦନା

ଔଷଧରେ ବ୍ୟବହୃତ କନ୍ଦ ବା ମୂଳ ବିଶେଷ — A sort of medicinal root used for curing barrenness in women.

[ଦ୍ରଷ୍ଟବ୍ୟ — ଏହି କନ୍ଦ ବୋମ୍ୱାଇ ପ୍ରଦେଶର ପର୍ବତରେ ମିଳେ ଏହି କନ୍ଦର ଆକାର ସ୍ତ୍ରୀପୁରୁଷ— ଯୁଗ୍ମାକୃତି ବିଶିଷ୍ଟ ପୁତ୍ତଳି ପରି ଏହା ଉପରେ କେତେଗୁଡ଼ିଏ ରକ୍ତ ବର୍ଣ୍ଣର ବିନ୍ଦୁଥାଏ ଏହାର ଗନ୍ଧ ଛାଗ ଦୁଗଧ୍ ପରି ଏହା ମଧୁର ରସ, ରସାୟନ ଓ ବଳକାରକ ଓ ବନ୍ଧ୍ୟାଦୋଷ— ନାଶକ ଏହାକୁ ସନ୍ତୋନୋତ୍ପାଦକ ଔଷଧ ରୂପେ ସ୍ତ୍ରୀମାନେ ସେବନ କରନ୍ତି ଏହି ମୂଳ ଏ ଦେଶରେ ଦୁର୍ଲଭ ବୈଦ୍ୟଶାସ୍ତ୍ର ମତରେ ଏହା ଶୀତବୀର୍ଯ୍ୟ, ବାତରୋଗନାଶକ ଏଥିର ପତ୍ର ଚଉଡ଼ା ଓ ପତ୍ର ଉପରେ ରକ୍ତ ଚନ୍ଦନ ପରି ବିନ୍ଦୁମାନ ଥାଏ ଏହାର ମୂଳ ଧଳା]