ବିଶେଷ୍ୟ (ଦେଶଜ) ସମ୍ପାଦନା

  • ଧାନ୍ୟାଦିର ତଳି ରୋଇବା କର୍ମ
  • ପରାଗ; ରେଣୁ
  • ରେଣୁର ବା ଚୁନାର କ୍ଷୁଦ୍ର କ୍ଷୁଦ୍ର ଗୋଳକ; ଦାନା
  • ଆରୋଗ୍ୟୋନ୍ନୁଖ କ୍ଷତାଦିରେ କଅଁଳୁଥିବା ମାଂସର କ୍ଷୁଦ୍ର କ୍ଷୁଦ୍ର ଗୁଟିକା
  • ଗୋଟିଏ ମାଳାକୁ ଏକଥର ମେରୁଠାରୁ ଆରମ୍ଭ କରି ପୁଣି ମେରୁ ପର୍ଯ୍ୟନ୍ତ ଜପିବା
  • ଚୋବାଇବା ଦାନ୍ତକାଠିର କ୍ଷୁଦ୍ର କ୍ଷୁଦ୍ର ଅଂଶୁ; ଲୋମ ପରି ଅଂଶୁ
  • ଅଳଙ୍କାରରେ ଖଚିତ ହେବା ସୁନାର ବା ରୂପାର କ୍ଷୁଦ୍ର ଗୋଲାକାର ବୁନ୍ଦାମାନ
  • ପ୍ରାଚୀନ କଳିଙ୍ଗରେ ପ୍ରଚଳିତ ଏକ ରୌପ୍ୟମୁଦ୍ରା

ବିଶେଷଣ (ସଂସ୍କୃତ) ସମ୍ପାଦନା

  • ରୋପିତ ହୋଇଥିବା
  • ଯେଉଁ କ୍ଷେତ୍ରରେ ଧାନତଳି ଆଦି ରୁଆ ହୋଇଥାଏରୁଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରୋହ ଶବ୍ଦରୁ ରୋପଣ) ସମ୍ପାଦନା

୧. ଧାନ୍ୟାଦିର ତଳି ରୋଇବା କର୍ମ —୧. The act or operation of transplanting paddy and other seedlings; transplanttion.

[ଦ୍ରଷ୍ଟବ୍ୟ —ଧାନ ଦୁଇ ପ୍ରକାର କୃଷି କରାଯାଏ ୧ ବୁଆ—ଧାନବିହନକୁ ବୁଣିଲେ ସେଥିରୁ ଉଠିବା ଗଛ କିଆରିରେ ବଢ଼ି ସେଥିରେ ଧାନ ଫଳେ ୨—ରୁଅ—ପ୍ରଥମେ ଧାନ ବିହନକୁ ଗୋଟିଏ କିଆରିରେ଼ ବୁଣି ତହିଁରେ ତଳି ଉଠିଲେ ସେ ତଳିକୁ ନେଇ ଅନ୍ୟ କିଆରିରେ ରୋପଣ କରିବାକୁ ହୁଏ; ବାଇଗଣ. ଲଙ୍କାମରିଚ ଆଦିର ମଞ୍ଜିକୁ ପ୍ରଥମେ ଗୋଟିଏ ସ୍ଥାନରେ ବୁଣି ସେ ଗଛମାନ ବଢ଼ିଗଲେ ସେ ତଳିମାନଙ୍କୁ ଆଣି କ୍ଷେତ୍ରରେ ରୋଇବାକୁ ହୁଏ]

୨. (ସଂସ୍କୃତ - ରେଣୁ ବା ରୋମ)—ପରାଗ; ରେଣୁ —୨. Powder; pollen.
୩. ରେଣୁର ବା ଚୁନାର କ୍ଷୁଦ୍ର କ୍ଷୁଦ୍ର ଗୋଳକ; ଦାନା —୩. Globular particles of any powdered thing
୪. ଆରୋଗ୍ୟୋନ୍ନୁଖ କ୍ଷତାଦିରେ କଅଁଳୁଥିବା ମାଂସର କ୍ଷୁଦ୍ର କ୍ଷୁଦ୍ର ଗୁଟିକା —୪. Tiny particles of flesh beginning to form on a healing wound.
୪. ଗୋଟିଏ ମାଳାକୁ ଏକଥର ମେରୁଠାରୁ ଆରମ୍ଭ କରି ପୁଣି ମେରୁ ପର୍ଯ୍ୟନ୍ତ ଜପିବା —୫. Telling of beads

ଅନୁବାଦ ସମ୍ପାଦନା

from the head -bead upto the last bead of a string of beads; one round of telling beads.

(ଉ—ରୁଆ ଗ୍ରନ୍ଥ ଲକ୍ଷେ ଜାଣି ଯେ ନର ଜପଇ ପ୍ରାଚୀ ଗୁରୁଭକ୍ତି ଗୀତା)

୬. ଚୋବାଇବା ଦାନ୍ତ କାଠିର କ୍ଷୁଦ୍ର କ୍ଷୁଦ୍ର ଅଂଶୁ; ଲୋମ ପରି ଅଂଶୁ —୬. Fur-like fibers; fibres (e.g. of tooth brush filaments.

(ଯଥା—ଏ ଦାନ୍ତକାଠିକୁ ଅଚ୍ଛା କରି ଚୋବାଇଲେ ରୁଆ ଉଠିବ]

୭. ଅଳଙ୍କାରରେ ଖଚିତ ହେବା ସୁନାର ବା ରୂପାର କ୍ଷୁଦ୍ର ଗୋଲାକାର ବୁନ୍ଦାମାନ — ୭. Small round particles of gold or silver set on an ornament.

(ଉ—କମଖଡ଼ୁ ରୁଆ ରୁଆ, ଆଉ, କରଖଡ଼ୁ ଦେବି ଲୋ ମାଗୁଣି ବାଲୁବିଶି ତଉଁଶିଆ—ଢ଼ଗ)

୮. ପ୍ରାଚୀନ କଳିଙ୍ଗରେ ପ୍ରଚଳିତ ଏକ ରୌପ୍ୟମୁଦ୍ରା —୮. A silver coin current in ancient Kaḻaiṇaga.

ପ୍ରାଦେଶିକ - (ସମ୍ୱଲପୁର, ସିଂହଭୁମି) ବିଶେଷ୍ୟ - (ତୁଳ. ହିନ୍ଦୀ - ରୁଈ) ସମ୍ପାଦନା

ତୁଳା —Cotton.

ବିଶେଷଣ - ସମ୍ପାଦନା

୧. ରୋପିତ ହୋଇଥିବା (ଧାନ ଗଛ ପ୍ରଭୁତି) — ୧. Transplanted (paddy and other seedlings),
୨. ଯେଉଁ କ୍ଷେତ୍ରରେ ଧାନତଳି ଆଦି ରୂଆ ହୋଇଥାଏ — ୨. A field which is transplanted with paddy or other seedlings.