ରାହାସ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ରାସ) ସମ୍ପାଦନା

୧. ରାସ (ଦେଖ) - —୧. Rāsa (See)
୨. ରାସଲୀଳାର ଅଭିନୟ —୨. The acting or stage-performance of Rāsa.
୩. (ପୁଂ) ରାସବିହାରୀ ଲୋକର ଡାକନାମ — ୩. Name for calling Rāsabihārī.
୪. ଯୁବକ ଯୁବତୀ ବା ରସିକ ରସିକାଙ୍କ ମଧ୍ୟରେ ପ୍ରେମଲୀଳା — ୪. Love scenes.

ବୈଦେଶିକ - ବିଶେଷ୍ୟ - ସମ୍ପାଦନା

ରାସ୍ — Rās. (See)