ରାଡ଼ିଓ
ରାଡ଼ିଓ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - ବିଶେଷ୍ୟ - (ଇଂ)
ସମ୍ପାଦନାରେଡ଼ିଓ (ଦେଖ) - — Redio (See)
ରାଡ଼ିଓ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାରାଡ଼ିଓ
|
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ରେଡ଼ିଓ)
ସମ୍ପାଦନାବହୁ ଦୂରରେ ଉଚ୍ଚାରିତ ଶବ୍ଦ ଓ ଗୀତ ଆଦି ଶୁଣିବା ପାଇଁ ବ୍ୟବହୃତ ବେତାର ବୈଦ୍ୟୁତିକ ଯନ୍ତ୍ର —Radio.
[ଦ୍ରଷ୍ଟବ୍ୟ —ଉଚ୍ଚାରିତ ଶବ୍ଦମାନ
ଅନୁବାଦ
ସମ୍ପାଦନାରାଡ଼ିଓ
|
ଶୂନ୍ୟରେ ବିରାଜିତ ବୈଦ୍ୟୁଦିକ ଲହରୀଦ୍ୱାରା ଚାଳିତ ହୋଇ ଏ ବିଶ୍ୱରେ ସର୍ବତ୍ର ପରିଭ୍ରମଣ କରୁଅଛି ଏହି ରେଡ଼ିଓ ଯନ୍ତ୍ରଦ୍ୱାରା ଉକ୍ତସ୍ୱରମାନଙ୍କୁ ଯେ କୋଣସି ସ୍ଥାନରେ ଧରାଯାଇ ପାରେ]