ରେଡ଼ିଓ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ରେଡ଼ିଓ) ସମ୍ପାଦନା

ବହୁ ଦୂରରେ ଉଚ୍ଚାରିତ ଶବ୍ଦ ଓ ଗୀତ ଆଦି ଶୁଣିବା ପାଇଁ ବ୍ୟବହୃତ ବେତାର ବୈଦ୍ୟୁତିକ ଯନ୍ତ୍ର —Radio.

[ଦ୍ରଷ୍ଟବ୍ୟ —ଉଚ୍ଚାରିତ ଶବ୍ଦମାନ ଶୂନ୍ୟରେ ବିରାଜିତ ବୈଦ୍ୟୁଦିକ ଲହରୀଦ୍ୱାରା ଚାଳିତ ହୋଇ ଏ ବିଶ୍ୱରେ ସର୍ବତ୍ର ପରିଭ୍ରମଣ କରୁଅଛି ଏହି ରେଡ଼ିଓ ଯନ୍ତ୍ରଦ୍ୱାରା ଉକ୍ତସ୍ୱରମାନଙ୍କୁ ଯେ କୋଣସି ସ୍ଥାନରେ ଧରାଯାଇ ପାରେ]