ରାଜ୍ୟ
- ରାଜଗୀ; ରାଜତ୍ଵ; ରାଜାଙ୍କର ଅଧିକାର
- ରାଜ ଶାସିତ ଦେଶ
- ରାଜ୍ୟଶାସନ କାର୍ଯ୍ୟ
- ଲକ୍ଷ ଗ୍ରାମ ଉପରେ ଅଧିପତ୍ୟ
- ମୂଲକ; ରାଇଜ; ଦେଶ
- ସମଗ୍ର ଦେଶ
- ଜଗତ୍; ପୃଥିବୀ
ବିଶେଷଣ (ଦେଶଜ)
ସମ୍ପାଦନା- ରାଜ୍ୟର ଅଧିବାସୀ
- ରାଜ୍ୟଯାକର; ବହୁସଂଖ୍ୟକରାଜ୍ୟ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବି—(ରାଜନ୍+ଯ)
ସମ୍ପାଦନା- ୧. ରାଜଗୀ; ରାଜତ୍ୱ; ରାଜାଙ୍କର ଅଧିକାର —୧. Reign; sovereignty.
- ୨. ରାଜ ଶାସିତ ଦେଶ —୨. Kingdom; state; country governed by a king.
- ୩. ରାଜ୍ୟଶାସନ କାର୍ଯ୍ୟ —୩. Governance of a country.
- ୪. ଲକ୍ଷ ଗ୍ରାମ ଉପରେ ଆଧିପତ୍ୟ —୪. Sovereignty over a hundred thousand villages.
- ୫. ମୂଳକ; ରାଇଜ; ଦେଶ —୫. Country;kingdom.
[ଦ୍ରଷ୍ଟବ୍ୟ —ପୂର୍ବେ ହିନ୍ଦୁ ରାଜ୍ୟମାନ ଆଧୁନିକ ପ୍ରଜାତନ୍ତ୍ର ଶାସନପ୍ରଣାଳୀର ନୀତିଦ୍ୱାରା ପରିଚାଳିତ ହେଉଥିଲା ତଥାପି ରାଜା ନ ଥାଇ ଦେଶ ନ ଥିଲା ପ୍ରତ୍ୟେକଦେଶର ଅଧିପତି ଜଣେ ରାଜା ଥିଲେ ଏହି ହେତୁ 'ରାଜ୍ୟ' କହିଲେ ସାଧାରଣ ଅର୍ଥରେ 'ଦେଶକୁ' ବୁଝାଏ ଲକ୍ଷେ ଗ୍ରାମର ଅଧିପତିଙ୍କୁ 'ରାଜା' ଓ ଦଶ ଲକ୍ଷ ଗ୍ରାମରର ଅଧିପତିଙ୍କୁ 'ସମ୍ରାଟ୍' ବୋଲାଯାଉଥିଲା
- ୬. ସମଗ୍ର ଦେଶ —୬. The whole country.
- ୭. . ଜଗତ୍; ପୃଥିବୀ —୭. The word.
ଦେଶଜ - ବିଶେଷଣ -
ସମ୍ପାଦନା- ୧. ରାଜ୍ୟର ଅଧିବାସୀ —୧. Inhabiting a kingdom.
- ୨. ରାଜ୍ୟଯାକର; ବହୁସଂଖ୍ୟକ —୨. Much; many.
(ଯଥା—ଯାତ୍ରା ଦେଖିବାକୁ ରାଜ୍ୟ ଲୋକେ ଆସି ରୁଣ୍ଡ ହେଲେଣି)