ବିଶେଷ୍ୟ (ସଂସ୍କୃତ) ସମ୍ପାଦନା

  • ରାଜଗୀ; ରାଜତ୍ଵ; ରାଜାଙ୍କର ଅଧିକାର
  • ରାଜ ଶାସିତ ଦେଶ
  • ରାଜ୍ୟଶାସନ କାର୍ଯ୍ୟ
  • ଲକ୍ଷ ଗ୍ରାମ ଉପରେ ଅଧିପତ୍ୟ
  • ମୂଲକ; ରାଇଜ; ଦେଶ
  • ସମଗ୍ର ଦେଶ
  • ଜଗତ୍; ପୃଥିବୀ

ବିଶେଷଣ (ଦେଶଜ) ସମ୍ପାଦନା

  • ରାଜ୍ୟର ଅଧିବାସୀ
  • ରାଜ୍ୟଯାକର; ବହୁସଂଖ୍ୟକରାଜ୍ୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବି—(ରାଜନ୍+ଯ) ସମ୍ପାଦନା

୧. ରାଜଗୀ; ରାଜତ୍ୱ; ରାଜାଙ୍କର ଅଧିକାର —୧. Reign; sovereignty.
୨. ରାଜ ଶାସିତ ଦେଶ —୨. Kingdom; state; country governed by a king.
୩. ରାଜ୍ୟଶାସନ କାର୍ଯ୍ୟ —୩. Governance of a country.
୪. ଲକ୍ଷ ଗ୍ରାମ ଉପରେ ଆଧିପତ୍ୟ —୪. Sovereignty over a hundred thousand villages.
୫. ମୂଳକ; ରାଇଜ; ଦେଶ —୫. Country;kingdom.

[ଦ୍ରଷ୍ଟବ୍ୟ —ପୂର୍ବେ ହିନ୍ଦୁ ରାଜ୍ୟମାନ ଆଧୁନିକ ପ୍ରଜାତନ୍ତ୍ର ଶାସନପ୍ରଣାଳୀର ନୀତିଦ୍ୱାରା ପରିଚାଳିତ ହେଉଥିଲା ତଥାପି ରାଜା ନ ଥାଇ ଦେଶ ନ ଥିଲା ପ୍ରତ୍ୟେକଦେଶର ଅଧିପତି ଜଣେ ରାଜା ଥିଲେ ଏହି ହେତୁ 'ରାଜ୍ୟ' କହିଲେ ସାଧାରଣ ଅର୍ଥରେ 'ଦେଶକୁ' ବୁଝାଏ ଲକ୍ଷେ ଗ୍ରାମର ଅଧିପତିଙ୍କୁ 'ରାଜା' ଓ ଦଶ ଲକ୍ଷ ଗ୍ରାମରର ଅଧିପତିଙ୍କୁ 'ସମ୍ରାଟ୍' ବୋଲାଯାଉଥିଲା

୬. ସମଗ୍ର ଦେଶ —୬. The whole country.
୭. . ଜଗତ୍; ପୃଥିବୀ —୭. The word.

ଦେଶଜ - ବିଶେଷଣ - ସମ୍ପାଦନା

୧. ରାଜ୍ୟର ଅଧିବାସୀ —୧. Inhabiting a kingdom.
୨. ରାଜ୍ୟଯାକର; ବହୁସଂଖ୍ୟକ —୨. Much; many.

(ଯଥା—ଯାତ୍ରା ଦେଖିବାକୁ ରାଜ୍ୟ ଲୋକେ ଆସି ରୁଣ୍ଡ ହେଲେଣି)