ରଖିଆ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା
(ରଖା [ଖେ ଈ—ସ୍ତ୍ରୀ]) 

ଦେଶଜ - ବିଶେଷଣ - ଓ ବିଶେଷ୍ୟ - ପୁଲିଙ୍ଗ -

ସମ୍ପାଦନା

(ସଂସ୍କୃତ - ରକ୍ଷିତ)—ସ୍ତ୍ରୀଦ୍ୱାରା ସ୍ୱାମୀରୂପେ ବ୍ୟବହୃତ ଉକ୍ତ ସ୍ତ୍ରୀକୁ ବିବାହ କରି ନ ଥିବା ବ୍ୟକ୍ତି — (a person) Maintained by a woman as her paramour.

ବିଶେଷଣ -

ସମ୍ପାଦନା
୧. ରକ୍ଷିତ — ୧. Kept.
୨. ରକ୍ଷାକର୍ତ୍ତା —୨. Protecting.

ଦେଶଜ - ବି—(ସଂସ୍କୃତ - ରକ୍ଷକ)

ସମ୍ପାଦନା

ରକ୍ଷକ; ପାଳକ —୧. Protector; saver.

୨. ଜଗୁଆଳି —୨. Guard; watchman.
୩. ମୁରବୀ — ୩. Guardian.

ଗ୍ରାମ୍ୟ - ବି—(ସଂସ୍କୃତ - ରକ୍ଷା)

ସମ୍ପାଦନା

ରକ୍ଷା (ଦେଖ) - —Rakshā (See)