ରକ୍ଷା
ରକ୍ଷା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ରକ୍ଷ ଧାତୁ+ଭାବ ଅ+ଆ)
ସମ୍ପାଦନା- ୧. ପାଳନ; ରକ୍ଷଣ — ୧. Preserving; protecting; defending; maintenance.
- ୨. ପୃଥିବୀର ପାଳନ ବା ଭକ୍ଷଣ — ୨. The protecting of the world and its beings.
[ଦ୍ରଷ୍ଟବ୍ୟ —ପୁରାଣର ଦଶ ଲକ୍ଷଣ ମଧ୍ୟରୁ ରକ୍ଷା ଏକତମ ଅଟେ ଏଥିର ଅର୍ଥ ପୃଥିବୀର ବା ପୃଥିବୀସ୍ଥ ପ୍ରାଣୀଙ୍କର ପାଳନ ଜଗନ୍ନାଥ ଭାଗବତ ଦ୍ୱାଦଶ ସ୍କନ୍ଧ ସପ୍ତମ ଅଧ୍ୟାୟ ଅନୁସନ୍ଧେୟ]
- ୩. ଲାକ୍ଷା; ଲାଖ —୩. Lac.
- ୪. ଭସ୍ମ; ପାଉଁଶ —୪. Ashes.
- ୫. (+କରଣ ଅ) ରାଖୀ; ହାତରେ ବନ୍ଧାଯିବା ତାଗା —୫. A string wound round the wrist to act as a preservative.
[ଦ୍ରଷ୍ଟବ୍ୟ —ଏହା ଶ୍ରାବଣ (ଗହ୍ମା ବା ରାକ୍ଷି) ପୂର୍ଣ୍ଣିମା ଦିନ ହାତରେ ବନ୍ଧା ଯାଏ]
- ୬. ଅବ୍ୟାହତି; ବିପଦାଦିରୁ ନିଷ୍କୃତି —୬. Extrication; liberation; acquittance.
- ୭. ତ୍ରାଣ; ମୁକ୍ତି —୭. Salvation; deliverance; acquittal.
- ୮. ଜଗିବା —୮. Watching; guarding.
- ୯. ଆଶ୍ରୟ ଦେବା —୯. Giving of shelter.
- ୧. ତତ୍ତ୍ୱାବଧାରଣ —୧୦. Superintendence.
- ୧୧. ବିନାଶରୁ ବା ବିପଦରୁ ବା କଷ୍ଟରୁ ରଖିବା —୧୧. Saving from danger, trouble or ruin.
- ୧୨. ବିପଦ ଆପଦରେ ନ ପଡ଼ିବା ଅବସ୍ଥା —୧୨. Security from danger or calamity; warding off of danger.
- ୧୩. ରକ୍ଷା ବଚ ବା ଡ଼େଉଁରିଆ — ୧୩. An amulet or mystical object worn as a charm or preservative (Apte).
ଦେଶଜ - ଅ
ସମ୍ପାଦନାରକ୍ଷା ହେଲା (ଦେଖ) - —Rakshā helā (See)