ବିଶେଷଣ (ସଂସ୍କୃତ) ସମ୍ପାଦନା

  • ରଞ୍ଜିତ; ରଙ୍ଗକରା ଯାଇଥିବା
  • ରତ; ଆସକ୍ତ; ଅନୁରକ୍ତ
  • କ୍ରୀଡାରତ; କ୍ରୀଡାସକ୍ତ
  • ଶ୍ରୁତିମଧୁର; ସୁଶ୍ରାବ୍ୟ
  • ଲୋହିତ; ରଙ୍ଗ; ନାଲିଆ

ବିଶେଷ୍ୟ (ସଂସ୍କୃତ) ସମ୍ପାଦନା

  • ଲୋହିତ ବର୍ଣ୍ଣ
  • କୁସୁମ୍ବ; କୁସୁମ ଫୁଲ
  • ହିଜ୍ଜଲ; ହିଞ୍ଜଳ ଗଛ
  • କୁଙ୍କୁମ; ଜଫ୍ରାନ୍
  • ତାମ୍ର; ତମ୍ବା
  • ପ୍ରାଚୀନାମଳକ; ଫଳବିଶେଷ; ପାଣିଅଅଁଳା
  • ହିଙ୍ଗୁଳ
  • ସିନ୍ଦର
  • ପଦ୍ମକ; ପଦ୍ମକଷ୍ଠ; ଔଷଧକାଷ୍ଠବିଶେଷ
  • ରକ୍ତଚନ୍ଦନ
  • ଚମକ କାଠ
  • ବଧୁଲି ଫୁଲ
  • ରତା ମାଛ
  • ଏକପ୍ରକାର ବିଷାକ୍ତ ବେଙ୍ଗ
  • ଏକ ପ୍ରକାର ବିଛା
  • ଶିବ
  • ଶୋଣିତ; ରୁଧିର; ହିନ୍ଦୁହିଚିକିତ୍ସାଶାସ୍ତ୍ରୋକ୍ତ ଶରୀରସ୍ଥ ସପ୍ତଧାତୁ ମଧ୍ୟରୁ ଏକତମ; ଲହୁ

ବିଶେଷ୍ୟ (ଦେଶଜ) ସମ୍ପାଦନା

  • ଜଙ୍ଘ, କାଖ ଆଦି ବେଦନାଯୁକ୍ତ ହୋଇ ଫୁଲିବା
  • ଆର୍ତ୍ତବ; ପ୍ରତିମାସରେ ସ୍ତ୍ରୀଗର୍ଭରୁ ନିଃସୃତ ରଜଃ
  • ରକ୍ତ ସମ୍ପର୍କୀୟ ବ୍ୟକ୍ତି; କୁଟୁମ୍ବ
  • ରକ୍ତସମ୍ପର୍କରକ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଣ—(ରନ୍ଜ୍ ଧାତୁ=ରଙ୍ଗ କରିବା+କର୍ମତ ସମ୍ପାଦନା

୧. ରଞ୍ଜିତ; ରଙ୍ଗକରା ଯାଇଥିବା —୧. Dyed; tinged; coloured; stained.
୨. (+କର୍ତ୍ତୃ. ତ) ରତ; ଆସକ୍ତ; ଅନୁରକ୍ତ —୨. Fond; attached to; addicted to.
୩. କ୍ରିଡ଼ାରତ; କ୍ରୀଡ଼ାସକ୍ତ — ୩. Addicted to play; engaged in sport.
୪. ଶ୍ରୁତିମଧୁର; ସୁଶ୍ରାବ୍ୟ —୪. Sweet to the ear.
୫. ଲୋହିତ; ରଙ୍ଗ; ନାଲିଆ —୫. Red.
୬. ଶୋଧିତ (ହିନ୍ଦୀ - ଶ.) —୬. Purified.

=== ବି—(+ଭାବ ତ)

୧. ଲୋହିତ ବର୍ଣ୍ଣ —୧. Red colour;.
୨. କୁସୁମ୍ଭ; କୁସୁମ ଫୁଲ —୨. Safflower; Carthamus Tinctoris.
୩. ହିଜ୍ଜଲ; ହିଞ୍ଜଳ ଗଛ —୩. A tree; Barringtonia Acutangulia.
୪. କୁଙ୍କୁମ; ଜାଫ୍ରାନ୍ —୪. Saffron; Crocus Sativus.
୫. ତାମ୍ର; ତମ୍ୱା —୫. Copper.
୬. ପ୍ରାଚୀନାମଳକ; ଫଳବିଶେଷ; ପାଣିଅଅଁଳା —୬. The fruit of Flacoutia Cataphracta.
୭. ହିଙ୍ଗୁଳ —୭. Vermillion.
୮. ସିନ୍ଦୂର —୮. Red lead; minium.
୯. ପଦ୍ମକ; ପଦ୍ମକାଷ୍ଠ; ଔଷଧକାଷ୍ଠବିଶେଷ — ୯. A sort of fragrant wood used in medicine; prunus padam.
୧. ରକ୍ତଚନ୍ଦନ —୧୦. Teracarpus Santalum.
୧୧. ବକମ କାଠ —୧୧. Sappan wood.
୧୨. ବଧୁଲି ଫୁଲ —୧୨. Pentapetes phoenicia.
୧୩. ରତା ମାଛ (ହିନ୍ଦୀ - ଶ.) —୧୩. A small reddish species of Clarius Magur (fish).
୧୪. ଏକପ୍ରକାର ବିଷାକ୍ତ ବେଙ୍ଗ (ହିନ୍ଦୀ - ଶ.) —୧୪. A Kind of venemous frog.
୧୫. ଏକ ପ୍ରକାର ବିଛା (ହିନ୍ଦୀ - ଶ.) —୧୫. A kind of scorpion.
୧୬. ଶିବ —୧୬. A name of Ṡiba (Apte).
୧୭. ଶୋଣିତ; ରୁଧିର; ହିନ୍ଦୁହିଚିକିତ୍ସାଶାସ୍ତ୍ରୋକ୍ତ ଶରୀରସ୍ଥ


ଅନୁବାଦ ସମ୍ପାଦନା

ସପ୍ତଧାତୁ ମଧ୍ୟରୁ ଏକତମ; ଲହୁ — ୧୭. Blood.

[ଦ୍ରଷ୍ଟବ୍ୟ — ଭୁକ୍ତ ଦ୍ରବ୍ୟ ପରିପାକ ହୋଇ ପ୍ରଥମେ ରସ (Chyle)ରେ ପରିଣତ ହୁଏ ରସ ପୁଣି ପରିପକ୍ୱ ହେଲେ ରକ୍ତ ରୂପରେ ସମଗ୍ର ଶରୀରରେ ବାଣ୍ଟି ହୁଏ ଏହା ନାଲିଆ, ତରଳ, ନାତି— ଶୀତୋଷ୍ଣ, ମଧୁରଲବଣରସ ଏହା ଶରୀରର ସବୁ ସ୍ଥାନରେ ଅଛି, କିନ୍ତୁ ଯକୃତ ଓ ପ୍ଳୀହା ରକ୍ତର ପ୍ରଧାନ ଆଧାର ରକ୍ତ ପ୍ରଥମେ ହୃଦୟକୁ ଯାଇ ହୃଦୟରୁ ସବୁଆଡ଼େ ଶିରାପ୍ରଶିରାଦ୍ୱାରା ଚାଳିତ ହୁଏ ରକ୍ତ ଦୂଷିତ ହେଲେ ନାନା ରୋଗ ଜନ୍ମାଏ ରକ୍ତହିଁ ଜୀବଶରୀରର ପ୍ରଧାନ ଉପାଦାନ ରକ୍ତକୁ ବୈଜ୍ଞାନିକ ପ୍ରକ୍ରିୟାରେ ବିଶ୍ଳେଷଣ କଲେ ଦେଖାଯାଏ ଯେ, ସେଥିରେ ଦୁଇଟି ଉପାଦାନ ଅଛି, ଯଥା ===

୧. ସିରମ୍ (Serum ବା Plasma)—ଈଷତ୍ ହଳଦିଆ ଜଳୀୟ ପଦାର୍ଥ (ଯହିଁରେ ଜଳ ଓ ଲବଣାଂଶ ଅଛି)
୨. କ୍ରୋସାମେଣ୍ଟମ୍ (Crossamentum ବା blood corpuscles)— ନାଲିବର୍ଣ୍ଣ ଅଂଶ ରକ୍ତକୁ ଇଂରାଜିରେ ବ୍ଳଡ଼୍ (Blood) ଓ ଲାଟିନରେ (Liquor Sanguinisପ୍ରାଣର ପାନୀୟ) ବୋଲାଯାଏ ରକ୍ତକୁ ରାସାୟିନିକ ବିଶ୍ଳେଷଣ କଲେ, ଏଥିରେ ଜଳ, ଆଲ୍ୱୁମେନ୍ (Albumen), ପୋଟାସିଅମ୍, ସୋଡ଼ିଅମ (ଖାର), ଫସ୍ଫରସ୍, ଅଙ୍ଗାର, ଲୁହା ଆଦି ଉପାଦାନ ଥିବା ଦେଖାଯାଏ ଜୀବଦେହରୁ ରକ୍ତ ବାହାର କଲେ କିଛିକ୍ଷଣ ପରେ ଏହା ପାଣି ଫାଟିଯାଇ ବସିଯିବା ଅଂଶ ଗୋଟାଳିଆ (coagulum) ଓ ଜଳୀୟ ଅଂଶ (Serum)ରେ ପରିଣତ ହୁଏ ରକ୍ତରେ ଦୁଇ ପ୍ରକାରର ଅଣୁ (Corpuscles) ଅଛି ଏକ ପ୍ରକାର ଧଳା ଓ ଅନ୍ୟ ପ୍ରକାର ନାଲି ଧଳା ଅଣୁର ସଂଖ୍ୟା ଅପେକ୍ଷା ନାଲିଆ ଅଣୁର ସଂଖ୍ୟା ବେଶୀ

ଶରୀର ମଧ୍ୟରେ ପ୍ରବାହିତ ରକ୍ତ ୨ ପ୍ରକାର; ୧ ଆର୍ଟେରିୟାଲ୍ ବ୍ଳଡ଼୍ (Arterial blood)—ଯାହା ନାଡ଼ିଦ୍ୱାରା ପ୍ରବାହିତ ହୁଏ ଏହାର ବର୍ଣ୍ଣ ତୋଫା ନାଲି

୨. ଭେନସ୍ ବ୍ଳଡ଼୍ (Veinous blood) ଯାହା ଶିରାପ୍ରଶିରାଦ୍ୱାରା ପ୍ରବାହିତ ହୁଏ ସ୍ଥୂଳରେ ଧରିବାକୁ ଗଲେ ରକ୍ତରେ ଜଳୀୟ ପଦାର୍ଥ ୮ ଭାଗ, ଘନ ପଦାର୍ଥ ୨ ଭାଗ ସାଧାରଣ ମନୁଷ୍ୟ ଦେହରେ ପ୍ରାୟ କଟକ ୧୧: ସେର ରକ୍ତ ଥାଏ ମନୁଷ୍ୟର ରକ୍ତର ଉଷ୍ଣତା ପ୍ରାୟ ୯୮: ଡିଗ୍ରୀ ]

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଜଙ୍ଘ, କାଖ ଆଦି ବେଦନାଯୁକ୍ତ ହୋଇ ଫୁଲିବା —୧. Bubonic swelling of the thigh etc due to glandular disease.
୨. ଆର୍ତ୍ତବ; ପ୍ରତିମାସରେ ସ୍ତ୍ରୀଗର୍ଭରୁ ନିଃସୃତ ରଜଃ (ଅଶିଷ୍ଟ,—ନେଡ଼) — ୨. Menstrual flow, menses.

[ଦ୍ରଷ୍ଟବ୍ୟ —ଶାସ୍ତ୍ର ମତରେ ଓ ଆଧୁନିକ ବିଜ୍ଞାନ ମତରେ ମଧ୍ୟ ଏହା ଅତି ଅଶୁଦ୍ଧ ଓ ଅସ୍ପୃଶ୍ୟ ଅଟେ]

୩. ରକ୍ତ ସମ୍ପକୀୟ ବ୍ୟକ୍ତି; କୁଟୁମ୍ୱ —୩. Blood relation; kinsman; kindred.
୪. ରକ୍ତସମ୍ପର୍କ —୪. Blood relationship; kinship.