ଯୂ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଯୁଉ—ଅନ୍ୟରୂପ)

  • (file)

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - ସର୍ବ (ସଂସ୍କୃତ - ଯତ) ସମ୍ପାଦନା

ଯେଉଁ —Which.

ଗ୍ରାମ୍ୟ - ଅ. (ସଂସ୍କୃତ - ଯୁଗ) ସମ୍ପାଦନା

ଯୁଆଳିରେ କାନ୍ଧ ଲଗାଇବା ପାଇଁ ବଳଦଙ୍କୁ ଡାକିବା — An exclamation used by cartmen and ploughmen exhorting the bullocks to put their shoulders to the yoke.

ବୈଦେଶିକ - ବିଶେଷ୍ୟ - ସମ୍ପାଦନା

ଜୁ (ଦେଖ) - —Ju (See)



ଯୂ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଯୁ ଧାତୁ=ମିଶ୍ରିତ କରିବା+କର୍ମ କ୍ୱିପ୍) ସମ୍ପାଦନା

ଯୁଷ୍ କ୍ୱାଥ —Broth.

[ଦ୍ରଷ୍ଟବ୍ୟ —ଯେଉଁସବୁ ଦେଶକ ଶବ୍ଦ 'ଯୁ' ଆଦ୍ୟ ହୋଇ ବ୍ୟବହୃତ ହୁଏ ସେମାନେ 'ଯୂ' ଆଦ୍ୟ ଲେଖାଯାଇ ମଧ୍ୟ ବ୍ୟବହୃତ ହୁଅନ୍ତି ]