ଜୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ -(ଫାରାସୀ - ଜୂ; ତୁଳ ସଂସ୍କୃତ - ଯୋଗ) ସମ୍ପାଦନା

ଶକ୍ତି; କ୍ଷମତା — ୧. Power.

୨. ସାମର୍ଥ୍ୟ — ୨. Ability.

ଦେଶଜ - ଅ. (ସଂସ୍କୃତ - ଯୁଜ ଧାତୁ) ସମ୍ପାଦନା

ସଗଡ଼ିଆବଳଦଙ୍କୁ ଯୁଆଳିରେ କାନ୍ଧ ଦେବା ପାଇଁ ଗାଡ଼ୁଆନର ଉଚ୍ଚାରିତ ଶବ୍ଦ — An interjection used to bullocks to put their shoulders to the yoke.