ଯଶ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯଶଃ) ସମ୍ପାଦନା

୧. ଯଶଃ (ଦେଖ) - —୧. J̄aṡaḥ (See)

(ଉ—ଯାହାର ଯଶ ପୁଣ୍ୟଶ୍ଳୋକେ, ମୁଖେ ଭଣନ୍ତି ସର୍ବ ଲୋକେ—ଜଗନ୍ନାଥ. ଭାଗବତ)

[ଦ୍ରଷ୍ଟବ୍ୟ —ମନିଆର୍ ବଲିଆମ୍ସ ତାଙ୍କ ଶବ୍ଦକୋଶରେ 'ଯଶ' ଶବ୍ଦକୁ ଯଶସ୍ ଶବ୍ଦର ଗୋଟିଏ ରୂପ ବୋଲି ନିର୍ଦ୍ଦେଶ କରିଅଛନ୍ତି]

୨. ବାହାଦୁରୀ; ପ୍ରଶଂସା; ପୂରୁଷାର୍ଥ — ୨. Praise; credit.