ମୋହା

ଉଚ୍ଚାରଣ

ସମ୍ପାଦନା
  • (file)

ଗ୍ରାମ୍ୟ - ବିଶେଷଣ - ଓ ବିଣରବିଶେଷଣ - (ଅଶୁଦ୍ଧ) (ସଂସ୍କୃତ - ମହତ୍)

ସମ୍ପାଦନା

ମହା (ଦେଖ) - —Mahā (See)

[ ଦ୍ର—'ମହା' ପଦଯୁକ୍ତ ଶବ୍ଦମାନଙ୍କ ସ୍ଥାନରେ ଅଶିକ୍ଷିତମାନେ ମୋହା ପ୍ରୟୋଗ କରିବାର ଦେଖାଯାଏ ଯଥା—ମୋହାପ୍ରଭୁ; ମୋହାରାଜ; ମୋହାଶୟ ଇତ୍ୟାଦି]