ମହା
ବିଶେଷଣ (ଦେଶଜ)
ସମ୍ପାଦନା- ଶ୍ରେଷ୍ଠ; ଉତ୍କୃଷ୍ଟ
- ପ୍ରଧାନ
- ଅତ୍ୟନ୍ତ; ବିଶେଷ; ବେଜାୟ
- ବଡ଼
- ଅତ୍ୟନ୍ତମହା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷଣ - (ମହ୍ ଧାତୁ+କରଣ. ଆ; ମହତ ଶବ୍ଦର ଗୋଟିଏ ରୂପ)
ସମ୍ପାଦନା- ୧. ଶ୍ରେଷ୍ଠ; ଉତ୍କୃଷ୍ଟ —୧. Excellent.
- ୨. ପ୍ରଧାନ —୨. Chief.
- ୩. ଅତ୍ୟନ୍ତ; ବିଶେଷ; ବେଜାୟ —୩. Too much; much; excessive.
- ୪. ବଡ଼ —୪. Big; large.
ସଂସ୍କୃତ - ବିଣରବିଶେଷଣ -
ସମ୍ପାଦନାଅତ୍ୟନ୍ତ —Very; much; very much.
[ଦ୍ରଷ୍ଟବ୍ୟ — ମହତ୍ ଶବ୍ଦ ତଳେ ଟୀକା ଦେଖ]