ବିଶେଷଣ (ଦେଶଜ)

ସମ୍ପାଦନା
  • ଶ୍ରେଷ୍ଠ; ଉତ୍କୃଷ୍ଟ
  • ପ୍ରଧାନ
  • ଅତ୍ୟନ୍ତ; ବିଶେଷ; ବେଜାୟ
  • ବଡ଼
  • ଅତ୍ୟନ୍ତମହା

ଉଚ୍ଚାରଣ

ସମ୍ପାଦନା
  • (file)

ଦେଶଜ - ବିଶେଷଣ - (ମହ୍ ଧାତୁ+କରଣ. ଆ; ମହତ ଶବ୍ଦର ଗୋଟିଏ ରୂପ)

ସମ୍ପାଦନା
୧. ଶ୍ରେଷ୍ଠ; ଉତ୍କୃଷ୍ଟ —୧. Excellent.
୨. ପ୍ରଧାନ —୨. Chief.
୩. ଅତ୍ୟନ୍ତ; ବିଶେଷ; ବେଜାୟ —୩. Too much; much; excessive.
୪. ବଡ଼ —୪. Big; large.

ସଂସ୍କୃତ - ବିଣରବିଶେଷଣ -

ସମ୍ପାଦନା

ଅତ୍ୟନ୍ତ —Very; much; very much.

[ଦ୍ରଷ୍ଟବ୍ୟ — ମହତ୍ ଶବ୍ଦ ତଳେ ଟୀକା ଦେଖ]