ମେଣ୍ଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ମେଟ୍) ସମ୍ପାଦନା

୧. କୁଲି ବା ମୁଲିଆଙ୍କ ଦଳର ସରକାର —୧. A sirdar or headman amongst a gang of labourers or coolies.
୨. (ତୁଳ. ସଂସ୍କୃତ - ମେଠ, ମେଣ୍ଟ) ହାତୀର ମାହୁନ୍ତଙ୍କ ସାହାଯ୍ୟ କରିବା ପାଇଁ ନିଯୁକ୍ତ ଭୃତ୍ୟ —୨. A mate; a menial servant whose duty is, to help the elephant driver.



ମେଣ୍ଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ହସ୍ତିପକ; ମାହୁନ୍ତ —୧. The driver of an elephant.
୨. ମେଷ; ମେଣ୍ଡା —୨. Ram; sheep.



ମେଣ୍ଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ମିହ୍ ଧାତୁ=ପ୍ରସ୍ରାବ ତ୍ୟାଗ କରିବା+କର୍ତ୍ତୃ ଅ); ନିପାତନ ସମ୍ପାଦନା

୧. ମେଷ; ମେଣ୍ଡା —୧. Ram; sheep.
୨. ହସ୍ତିପକ; ମାହୁନ୍ତ —୨. Elephant driver.

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ମିଳ୍ ଧାତୁ; ଡୁଳ. ଇଂରାଜୀ - ମୀଟ୍ (meet)—

୧. ପଲ; ଦଳ —୧. Flock.
୨. ମେଳି — ୨. Collection; mutiny; conspiracy.
୩. ମେଟ୍ (ଦେଖ) - —୩. Meṭ (See)
୪. ଜାହାଜର ତଣ୍ଡେଲର ନିମ୍ନସ୍ଥ ଖଲାସୀ —୪. Mate of a ship.

[ଉ—ତାଙ୍କ ପଛରେ ମାଝି ଖଲାସୀ ତଣ୍ଡେଇ ମେଣ୍ଟ ଜାହାଜର ଚାକର ଷୋଳ ଜଣ ହଳକୁ ହଳ ବାହାକୁ ବାହା ଛନ୍ଦା— ଫକୀରମୋହନ ଗଳ୍ପସ୍ୱଳ୍ପ]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

ରାଜାଙ୍କ ଆଦେଶକୁ ମେଣ୍ଟିବା ବା ଅମାନ୍ୟ କରିବା ମେଳିଆ କନ୍ଧମାନଙ୍କ ପରାମର୍ଶ ବା ମିଳନ ସ୍ଥାନ —A rendezvous of revolting kandhas.

[ଦ୍ରଷ୍ଟବ୍ୟ —ଏଠାରେ ବିଦ୍ରୋହୀମାନେ ମିଳିତ ହୋଇ ମଦ ଖାଆନ୍ତି ଓ ହଲପ କରନ୍ତି ଏବଂ ରାଜପୁରୁଷମାନେ ଏମାନଙ୍କ ହାବୁଡ଼ରେ ପଡ଼ିଲେ ତାଙ୍କୁ ହାଣି ଦିଅନ୍ତି ଓ ନାନାପ୍ରକାର ଅତ୍ୟାଚାର କରନ୍ତି]