ମେଟ୍

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ମେଟ୍)

ସମ୍ପାଦନା
୧. କୁଲି ବା ମୁଲିଆଙ୍କ ଦଳର ସରକାର —୧. A sirdar or headman amongst a gang of labourers or coolies.
୨. (ତୁଳ. ସଂସ୍କୃତ - ମେଠ, ମେଣ୍ଟ) ହାତୀର ମାହୁନ୍ତଙ୍କ ସାହାଯ୍ୟ କରିବା ପାଇଁ ନିଯୁକ୍ତ ଭୃତ୍ୟ —୨. A mate; a menial servant whose duty is, to help the elephant driver.