ମହାନଦା
ମହାନଦା
ଉଚ୍ଚାରଣ
ସମ୍ପାଦନାପ୍ରାଦେଶିକ - (କଟକ ସହର; ଇତର ପ୍ରୟୋଗ)
ସମ୍ପାଦନାମହାନଦୀ (ଦେଖ) - — Mahānadī
[ଦ୍ରଷ୍ଟବ୍ୟ —କଟକ ସହରବାସୀ ଇତର ଲୋକେ 'ମହାନଦୀ'କୁ ଏହି ନାମରେ ଡାକନ୍ତି ]
ମହାନଦା
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
ସମ୍ପାଦନା- ୧. ନଦୀବିଶେଷ —୧. Name of a river.
[ଦ୍ରଷ୍ଟବ୍ୟ —ଏହା ହିମାଳୟରୁ ଦାର୍ଜିଲିଙ୍ଗ ନିକଟରୁ ବାହରି ବଙ୍ଗଦେଶ ବାଟେ ପ୍ରବାହିତ ହୋଇଅଛି —ହିନ୍ଦୀ - ଶ]
- ୨. ମାଘ ମାସ ଶୁକ୍ଳ ନବମୀ —୨. The ninth day of the bright fortnight of Magha.
- ୩. ସୁରା; ମଦ୍ୟ —୩. Wine.
ସଂସ୍କୃତ - ବିଶେଷଣ - ସ୍ତ୍ରୀ
ସମ୍ପାଦନାମହାନନ୍ଦର ସ୍ତ୍ରୀ ଲିଙ୍ଗ —Femine of Mahā nanda.