ମନୋଜ୍ଞ
- ମନୋହର ( charming )
- ମନୋମୁଗ୍ଧକର ( beatiful )
- ଅତିସୁନ୍ଦର ( Enchanting )
[ମନୋଜ୍ଞା -ସ୍ତ୍ରୀଲିଙ୍ଗ]
ଦେଶଜ ,ବିଶେଷଣ
ସମ୍ପାଦନା୧.୧
- ମନଗଢା
- କଳ୍ପନାପ୍ରସୂତ
- କାଳ୍ପନିକ ( Imaginary:born of one's imagination )
୧.୨
- ମନୁଆ ( wilful )
ଆଧାର
ସମ୍ପାଦନା- ↑ ପୂର୍ଣ୍ଣଚନ୍ଦ୍ରଭାଷାକୋଷ ,ପୃଷ୍ଠା -୬୨୭୪
ମନୋଜ୍ଞ
ଉଚ୍ଚାରଣ
ସମ୍ପାଦନା(ମନୋଜ୍ଞା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (ମନସ୍+ଜ୍ଞା ଧାତୁ+କର୍ମ. ଅ)
ସମ୍ପାଦନାମନୋହରା; ମନୋମୁଗ୍ଧକର; ଅତି ସୁନ୍ଦର —Charming; beautiful; enchanting.
ଦେଶଜ - ବିଶେଷଣ -
ସମ୍ପାଦନା- ୧. ମନଗଢ଼ା; କଳ୍ପନାପ୍ରସୂତ; କାଳ୍ପନିକ — ୧. Imaginary; born of one's imagination.
- ୨. ମନୁଆ —୨. Wilful.