ମନୋଜ୍ଞ
ବିଶେଷ୍ୟ (ସଂସ୍କୃତ) ( ମନସ୍ +ଜ୍ଞା.ଧାତୁ +କର୍ମ.ଅ ) [୧] ସମ୍ପାଦନା
- ମନୋହର ( charming )
- ମନୋମୁଗ୍ଧକର ( beatiful )
- ଅତିସୁନ୍ଦର ( Enchanting )
[ମନୋଜ୍ଞା -ସ୍ତ୍ରୀଲିଙ୍ଗ]
ଦେଶଜ ,ବିଶେଷଣ ସମ୍ପାଦନା
୧.୧
- ମନଗଢା
- କଳ୍ପନାପ୍ରସୂତ
- କାଳ୍ପନିକ ( Imaginary:born of one's imagination )
୧.୨
- ମନୁଆ ( wilful )
ଆଧାର ସମ୍ପାଦନା
- ↑ ପୂର୍ଣ୍ଣଚନ୍ଦ୍ରଭାଷାକୋଷ ,ପୃଷ୍ଠା -୬୨୭୪
ମନୋଜ୍ଞ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ମନୋଜ୍ଞା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (ମନସ୍+ଜ୍ଞା ଧାତୁ+କର୍ମ. ଅ) ସମ୍ପାଦନା
ମନୋହରା; ମନୋମୁଗ୍ଧକର; ଅତି ସୁନ୍ଦର —Charming; beautiful; enchanting.
ଦେଶଜ - ବିଶେଷଣ - ସମ୍ପାଦନା
- ୧. ମନଗଢ଼ା; କଳ୍ପନାପ୍ରସୂତ; କାଳ୍ପନିକ — ୧. Imaginary; born of one's imagination.
- ୨. ମନୁଆ —୨. Wilful.