ଭଜନି
ଭଜନି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଭଜନି
|
ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ -
ସମ୍ପାଦନାଭଜନା (ଦେଖ) - Bhajanā (See)
ଦେଶଜ - ବିଶେଷଣ -
ସମ୍ପାଦନାଭଜନକାରୀ —Reciting hymns.
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଭଜନ କରିବା ଲୋକ —୧. The person praying.
- ୨. (ଆଦରାର୍ଥକ) ଭଜନାନନ୍ଦର ଡାକ ନାମ —୨. A name for calling Bhaja- nānanda.