ଭଜନା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ - ସମ୍ପାଦନା

ଏକ ପ୍ରାକର ଧାନ —A species of paddy.

ଦେଶଜ - ବିଶେଷଣ - ସମ୍ପାଦନା

ଭଜୁଥିବା —Worshipping.

(ଉ—ନମଭଜନା ଲୋକମାନେ, ବସନ୍ତି ଅର୍ଥବେଦ ଗ୍ରାମେ ପ୍ରାଚୀ. (ନିର୍ଗୁଣମାହାତ୍ମ୍ୟ)

ସଂସ୍କୃତ - ବିଶେଷ୍ୟ - (ଭଜ୍ ଧାତୁ+ଭାବ. ଅନ+ଆ) ସମ୍ପାଦନା

ଭଜନ; ଆରାଧନା; ସେବା —Praying; worshipping.

ଦେଶଜ - ବିଶେଷ୍ୟ - (ଅନାଦରାର୍ଥକ) ସମ୍ପାଦନା

ଭଜନାନନ୍ଦର ଡାକ ନାମ — A name for calling Bhajanānanda.