ଭଜନା
ଭଜନା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଭଜନା
|
ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ -
ସମ୍ପାଦନାଏକ ପ୍ରାକର ଧାନ —A species of paddy.
ଦେଶଜ - ବିଶେଷଣ -
ସମ୍ପାଦନାଭଜୁଥିବା —Worshipping.
(ଉ—ନମଭଜନା ଲୋକମାନେ, ବସନ୍ତି ଅର୍ଥବେଦ ଗ୍ରାମେ ପ୍ରାଚୀ. (ନିର୍ଗୁଣମାହାତ୍ମ୍ୟ)
ସଂସ୍କୃତ - ବିଶେଷ୍ୟ - (ଭଜ୍ ଧାତୁ+ଭାବ. ଅନ+ଆ)
ସମ୍ପାଦନାଭଜନ; ଆରାଧନା; ସେବା —Praying; worshipping.
ଦେଶଜ - ବିଶେଷ୍ୟ - (ଅନାଦରାର୍ଥକ)
ସମ୍ପାଦନାଭଜନାନନ୍ଦର ଡାକ ନାମ — A name for calling Bhajanānanda.