ବିଶେଷ୍ୟ (ଦେଶଜ) ସମ୍ପାଦନା

  • ଭାଙ୍ଗିବା କର୍ମ
  • ଭଙ୍ଗାଇବା କର୍ମ୍
  • ଦସ୍ତ ବାତାସ୍ ଖେଳରେ ସାର ସବୁ ଗୋଳାଇ ରଖିବା ଉତ୍ତାରୁ ଉପରର କେତେକ ସାରକୁ କାଢି ତଳେ ରଖିବା

ବିଶେଷଣ (ଦେଶଜ) ସମ୍ପାଦନା

  • ଭଗ୍ନ
  • ନଷ୍ଟ
  • ଦଦରା; ଫଟା
  • ଯେ ଭାଙ୍ଗେ
  • ଯେ ଭଙ୍ଗାଏଭଙ୍ଗା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭନଜ୍ ଧାତୁ ଭଙ୍ଗ; ଭଞ୍ଜନ) ସମ୍ପାଦନା

୧. ଭାଙ୍ଗିବା କର୍ମ (ଭାଙ୍ଗିବା ଦେଖ) —୧. Act of breaking; Bhāṅgibā (See).
୨. ଭଙ୍ଗାଇବା କର୍ମ (ଭଙ୍ଗାଇବା ଦେଖ) —୨. The act of causing to break; Bhaṅgāibā (See)
୩. ଦସ୍ତ ବାତାସ୍ ଖେଳରେ ସାର ସବୁ ଗୋଳାଇ ରଖିବା ଭତ୍ତାରୁ ଉପରର କେତେକ ସାରକୁ କାଢ଼ି ତଳେ ରଖିବା —୩. The act of taking out some cards from the top and putting them at the bottom in the game of cards.

[ଦ୍ରଷ୍ଟବ୍ୟ —ଭଙ୍ଗା ଶବ୍ଦର ଭିନ୍ନ ଭିନ୍ନ ଅର୍ଥ ପାଇଁ ଭାଙ୍ଗିବା ଓ ଭଙ୍ଗାଇବା ଶବ୍ଦର ଭିନ୍ନ ବିନ୍ନ ଅର୍ଥମାନ ଦେଖ ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୋଇ ଭନ୍ନ ଭିନ୍ନ ଅର୍ଥ ପ୍ରକାଶ କରେ ଯଥା—ଓଳିଆଭଙ୍ଗା, ଘରଭଙ୍ଗା, ପଡ଼ିଆଭଙ୍ଗା, ପଥଭଙ୍ଗା, ପାଣିଭଙ୍ଗା, ପାନଭଙ୍ଗା, ପେଟଭଙ୍ଗା; ମକଦ୍ଦମାଭଙ୍ଗା, ଟଙ୍କାଭଙ୍ଗା, ନୋଟଭଙ୍ଗା,; ଦଉଡ଼ା(ଡ଼ି)ଭଙ୍ଗା; ମନଭଙ୍ଗା, ମଣ୍ଡଳ ବା ମୁଣ୍ଡୁଳାଭଙ୍ଗା ମୁଗାଭଙ୍ଗା, ହାଣ୍ଡିଭଙ୍ଗା]

ଦେଶଜ - ବିଶେଷଣ - (ସଂସ୍କୃତ - ଭଗ୍ନ) ସମ୍ପାଦନା

୧. ଭଗ୍ନ —୧. Broken.
୨. ନଷ୍ଟ —୨. Ruined.
୩. ଦଦରା; ଫଟା —୩. Unsound; fractured; cracked.
୪. (ପୁଂ) ଯେ ଭାଙ୍ଗେ —୪. Breaking; spoiling.
୫. ଯେ
ଭାଙ୍ଗାଏ —୫. Causing breach.
[ଭଙ୍ଗେଈ—ସ୍ତ୍ରୀ] 

[ଉ—କେହି ନ ଜାଣନ୍ତି ଭିତର ଗୋଇ, ସମସ୍ତେ କହନ୍ତି ଘର ଭଙ୍ଗେରି ଢଗ]

=== ସଂସ୍କୃତ - ବିଶେଷ୍ୟ - (ଭଙ୍ଗ+ଆ)

ବିଜୟା, ଭାଙ୍ଗ; ଗଞ୍ଜେଇ ଗଛ —Cannabis Sativā.



ଭଙ୍ଗା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ସିଂହଭୂମି)ବିଶେଷଣ - (ଢୁଳ. ବଂ ଭାଙ୍ଗା) ସମ୍ପାଦନା

ଭଙ୍ଗା; ଭଗ୍ନ — Broken.