ଭଙ୍ଗ
ବିଶେଷ୍ୟ (ସଂସ୍କୃତ) ସମ୍ପାଦନା
- ଭାଙ୍ଗିଯିବା; ଭଗ୍ନହେବା
- ଖଣ୍ତ
- ହାନି
- ନାଶ
- କୁଟିଳତା
- ପ୍ରତିବନ୍ଧ; ବାଧା
- ପରାଜୟ
- ନିବୃତ୍ତ; ବନ୍ଦ
- ରଚନା; ଚିତ୍ରଣ
- ବ୍ୟତିକ୍ରମ; ଲଙ୍ଘନ; ନମାନିବା
- ତରଙ୍ଗ; ଢେଉ
- ବିଶ୍ଳେଷଣ
- ରୋଗ
- ବିଦାରଣ; ଭେଦ
- ବ୍ୟସନ
- ଭୟ
- ନିରସନ
- ଭଙ୍ଗୀ
- ଗମନ; ଗତି
- ନାଗବିଶେଷ
- ଶରୀରକୁ ବକ୍ର କରିବା ରୋଗ
- ଗଞ୍ଜେଇ
- ଗଞ୍ଜାଇର ପତ୍ର ବଟା ହୋଇ ପ୍ରସ୍ତୁତ ହେବା ଉନ୍ନାଦଉନ୍ନାଦକ ପାନୀୟ; ଭାଙ୍ଗ
ବିଶେଷ୍ୟ (ଦେଶଜ) ସମ୍ପାଦନା
- ମୁଖର ଚର୍ମ ସ୍ଥାନେ ସ୍ଥାନେ କୃଷ୍ଣବର୍ଣ୍ଣ ପଡିଯିବା ରୋଗଭଙ୍ଗ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଭନଜ୍ ଧାତୁ+ଭାବ. ଅ) ସମ୍ପାଦନା
- ୧. ଭାଙ୍ଗିଯିବା; ଭଗ୍ନହେବା —୧. Breaking; fracture.
(ଉ—ମାନସ ଅଙ୍ଗ ଭେଦ ପ୍ରସଙ୍ଗ ଭଙ୍ଗ ରଚିଲା ସ୍ନେହ ଚମ୍ପ ମ. ଗୀତ)
- ୨. ଖକଣ୍ଡ —୨. Piece; cutting.
- ୩. ହାନି —୩. Loss.
- ୪. ନାଶ —୪. Destruction; ruin.
- ୫. କୁଟିଳତା —୫. Crookedness.
- ୬. ପ୍ରତିବନ୍ଧ; ବାଧା —୬. Interruption; obstruction.
(ଯଥା—ରସଭଙ୍ଗ)
- ୭. ପରାଜୟ —୭. Defeat; routing.
(ଉ—ଭୟେ କୁରୁ ବୀରବୃନ୍ଦ ରଣେ ଦେଲେ ଭଙ୍ଗ ରାଧାନାଥ)
- ୮. ନିବୃତ୍ତ; ବନ୍ଦ —୮. Stoppage; cessation; dissolution.
(ଯଥା—ଯାତ୍ରାଭଙ୍ଗ)
- ୯. ରଚନା; ଚିତ୍ରଣ —୯. Composition; writing; painting.
(ଯଥା—ପତ୍ରଭଙ୍ଗ)
- ୧. ବ୍ୟତିକ୍ରମ; ଲଙ୍ଘନ; ନ ମାନିବା —୧୦. Infringement; transgression; violation.
(ଯଥା—ଆଦେଶ— ଭଙ୍ଗ, ଆଜ୍ଞାଭଙ୍ଗ, ନିୟମଭଙ୍ଗ, ପ୍ରତିଜ୍ଞାଭଙ୍ଗ, ସତ୍ୟଭଙ୍ଗ)
- ୧୧. ତରଙ୍ଗ; ଢ଼େଉ —୧୧. Wave; billow.
- ୧୨. ବିଶ୍ଳେଷଣ —୧୨. Analysis.
- ୧୩. ରୋଗ — ୧୩. Disease.
- ୧୪. ବିଦାରଣ; ଭେଦ —୧୪. Splitting; laceration; piercing.
- ୧୫. ବ୍ୟସନ —୧୫. Vice.
- ୧୬. ଭୟ —୧୬. Fear.
- ୧୭. ନିରସନ —୧୭. Refutation; rejection.
- ୧୮. ଭଙ୍ଗୀ —୧୮. Demeanour.
- ୧୯. ଗମନ; ଗତି (ହିନ୍ଦୀ - ଶ) —୧୯. Going; motion.
- ୨. (+କର୍ତ୍ତୃ. ଅ) ନାଗବିଶେଷ (ହିନ୍ଦୀ - ଶ.) —୨୦. Name of a mythological serpent.
୨୧ଶରୀରକୁ ବକ୍ର କରିବା ରୋଗ (ହିନ୍ଦୀ - ଶ.) —୨୧. A disease making the patient crooked.
- ୨୨. ଗଞ୍ଜେଇ (ଗଛ, ପତ୍ର) —୨୨. Cannabis Sativā (plant and leaves),
- ୨୩. ଗଞ୍ଜାଇ ପତ୍ର ବଟା ହୋଇ ପ୍ରସ୍ତୁତ ଉନ୍ମାଦଉତ୍ପାଦକ ପାନୀୟ; ଭାଙ୍ଗ — ୨୩. An intoxicating drink made of the pestled leaves of Cannabis Sativā.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବ୍ୟଙ୍ଗ) ସମ୍ପାଦନା
ମୁଖର ଚର୍ମ ସ୍ଥାନେ ସ୍ଥାନେ କୃଷ୍ଣବର୍ଣ୍ଣ ପଡ଼ିଯିବା ରୋଗ —Addison's disease; Melanoderma, a disease consisting of black discolouration in some parts of the face.