ବୟା
ବୟା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଗ୍ରାମ୍ୟ - ବି—(ସଂସ୍କୃତ - ବ୍ୟୟ)
ସମ୍ପାଦନା- ୧. ବ୍ୟୟ —୧. Expenses.
- ୨. (ଅନାଦରାର୍ଥକ) ବୈଷ୍ଣବ ବା ବୈକୁଣ୍ଠ ନାମକ ବ୍ୟକ୍ତିକୁ ଡାକିବା ନାମ —୨. Name by which B&aline;i̱shṇaba or B&aline;i̱kuṇṭha is called.
(ବୟି, ବଇ—ଆଦରାର୍ଥକ ରୂପ)
ଦେଶଜ - ବି—(ଇଂରାଜୀ - ବଏ)
ସମ୍ପାଦନାବୟାଁ (ଦେଖ) - —Bayāñ (See).
ମାତ୍ର ବାଲେଶ୍ୱର ବାରା ବାହାର ବୟା ପାଖରେ ପହଞ୍ଚିଛି— ଫକୀରମୋହନ. ଗଳ୍ପସ୍ୱଳ୍ପ