ବୟା

ଉଚ୍ଚାରଣ

ସମ୍ପାଦନା
  • (file)

ଗ୍ରାମ୍ୟ - ବି—(ସଂସ୍କୃତ - ବ୍ୟୟ)

ସମ୍ପାଦନା
୧. ବ୍ୟୟ —୧. Expenses.
୨. (ଅନାଦରାର୍ଥକ) ବୈଷ୍ଣବ ବା ବୈକୁଣ୍ଠ ନାମକ ବ୍ୟକ୍ତିକୁ ଡାକିବା ନାମ —୨. Name by which B&aline;i̱shṇaba or B&aline;i̱kuṇṭha is called.

(ବୟି, ବଇ—ଆଦରାର୍ଥକ ରୂପ)

ଦେଶଜ - ବି—(ଇଂରାଜୀ - ବଏ)

ସମ୍ପାଦନା

ବୟାଁ (ଦେଖ) - —Bayāñ (See).

ମାତ୍ର ବାଲେଶ୍ୱର ବାରା ବାହାର ବୟା ପାଖରେ ପହଞ୍ଚିଛି— ଫକୀରମୋହନ. ଗଳ୍ପସ୍ୱଳ୍ପ