ବୟାଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବି—(ଇଂରାଜୀ - ବୟ; ପର୍ଟୁଗୀଜ୍. ବୟା) ସମ୍ପାଦନା

ନାବିକମାନଙ୍କୁ ନଦୀ ସମୁଦ୍ରାଦିରେ ପଥ ନିରୂପଣ ବିଷୟରେ ସାହାଯ୍ୟ କରିବାପାଇଁ ନଦୀ ବା ସମୁଦ୍ର ଗର୍ଭରେ ଭସା ଯାଇଥିବା ପୀପାଁ —A buoy.