ବୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଗ୍ରାମ୍ୟ - ବିଶେଷ୍ୟ - ସମ୍ପାଦନା

୧. (ସଂସ୍କୃତ - ବ୍ୟୟ)— ବଏ (ଦେଖ) - ୧. Bae (See)

(ଯଥା—ଆୟରୁ ବୟ ବଳିଲେ ପାଇଟି ଶେଷ)

୨. (ସଂସ୍କୃତ - ବୟଃ)—ବୟସ —୨. Age.

ପଞ୍ଚ ବରଷ ଜୟ ତାର ଦେଖି ଡରିବ ବନ ଘୋର ଜଗନ୍ନାଥ. ଭାଗବତ

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବୈ.) ସମ୍ପାଦନା

ବଏ (ଦେଖ) - —Bae (See)

ସଂସ୍କୃତ - ବିଶେଷ୍ୟ -(ବେ ଧାତୁ=ବୁଣିବା+କର୍ତ୍ତୃ. ଅ) ସମ୍ପାଦନା

୧. ତନ୍ତୁବାୟ (ହିନ୍ଦୀ - ଶ.) —୧. Weaver.
୨. ବାୟାଚଢ଼େଇ (ହିନ୍ଦୀ - ଶ.) —୨. The weaver bird.