ବଏ
ବଏ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନା(ଆୟ, ପଇଠ—ଅନ୍ୟରୂପ)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ମହାଜନ ଖାତା) (ସଂସ୍କୃତ - ବ୍ୟୟ; ପ୍ରା. ବଅ)
ସମ୍ପାଦନା- ୧. ବେୟ; ଖରଚ —୧. Expenditure; debit.
- ୨. ହିସାବ ବହିର ଖରଚ ଲେଖା ହୋଇଥିବା ଅଂଶ —୨. The debit side of an account.
- ୩. ମହାଜନଠାରୁ ଋଣ ବା ଦୋକାନୀଠାରୁ କାଳି ସଉଦା ନେବା —୩. Taking of money or things on credit; borrowing.
ବୈଦେଶିକ - ବିଶେଷ୍ୟ - (ଇଂ)
ସମ୍ପାଦନା- ୧. ଚାକର ଟୋକା — ୧. Boy-servant.
- ୨. ସାହେବଙ୍କ ଚାକର — ୨. Servant (of Europeans).