ବେଲିହା
ବେଲିହା
ଉଚ୍ଚାରଣ
ସମ୍ପାଦନା[ବେଲେଈ(ହୀ)—ସ୍ତ୍ରୀ]
ଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ - ପୁଲିଙ୍ଗ -
ସମ୍ପାଦନା- ୧. ବେହେଲ; ଥଟ୍ଟିଲ —୧. Jestive; sportive.
- ୨. ଯେ ଛଟା ଗାଳେ —୨. Feigning.
- ୩. ରସିକ — ୩. Gallant.
ବେଲିହା
ଉଚ୍ଚାରଣ
ସମ୍ପାଦନାପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
ସମ୍ପାଦନାବେଲ (ଦେଖ) - —Beli (See)
ଦେଶଜ - ବିଶେଷଣ -
ସମ୍ପାଦନାବେଲିଆ (ଦେଖ) - — Beliā (See)