ବେଲିଆ

ଉଚ୍ଚାରଣ

ସମ୍ପାଦନା
[ବେଲେଈ(ହୀ)—ସ୍ତ୍ରୀ]
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷଣ - ପୁଲିଙ୍ଗ -

ସମ୍ପାଦନା
୧. ବେହେଲ; ଥଟ୍ଟିଲ —୧. Jestive; sportive.
୨. ଯେ ଛଟା ଗାଳେ —୨. Feigning.
୩. ରସିକ — ୩. Gallant.